ଡଃ. କିଶନ କୁମାର ହେଲେ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ
ପୁରୀ,(ଯୁଗାବ୍ଦ ନ୍ୟୁଜ) : ଆଜି ପ୍ରଶାସନ ସ୍ତରରେ ଛୋଟ ଧରଣର ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର । ପୁର୍ତ୍ତ ବିଭାଗର ସଚିବ ଥିବା ଡଃ. କିଶନ କୁମାରଙ୍କୁ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ସ୍ଥାନରେ ପୁରୀ ଶ୍ରୀ ମନ୍ଦିରର ମୁଖ୍ୟ ପ୍ରଶାସକ ଭାବେ ଅବସ୍ଥାପିତ କରିଛନ୍ତ ରାଜ୍ୟ ସରକାରା ସେ ପୁର୍ବ ପରି ପୁର୍ତ୍ତ ବିଭାଗର ସଚିବ ରହିବା ସହ ଅତିରିକ୍ତ ଭାବେ ଏହି ଦାୟିତ୍ୱକୁ ମଧ୍ୟ ତୁଲାବେ ।