ରାମ ମନ୍ଦିର ନିର୍ମାଣ ପାଇଁ ଦୀପଦାନ କଲେ ଯୁବକ ସଙ୍ଘ

ମୋହନ, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ମୋହନା ଲକ୍ଷ୍ୟ ଲକ୍ଷ୍ୟ ହିନ୍ଦୁଙ୍କ ସ୍ଵପ୍ନପୁରା ହେବାକୁ ଯାଉଛି ଏପରିକି ପ୍ରଭୁ ରାମଙ୍କ ମନ୍ଦିର ନିର୍ମାଣ ପାଇଁ କୋର୍ଟ ରାୟ ପରେ ଦିନ ଧାର୍ଯ୍ୟ କରାଯାଇଥିଲା ୫ ତାରିଖରେ ମନ୍ଦିରର ଭୂମି ପୂଜନ ପାଇଁ ଆଜି ତାସଫଳ ହୋଇ ଥିବାରୁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ରମୋଦି ଙ୍କୁ ଅନୁରଧ କୁ ଆଜି ସମଗ୍ର ଭାରତରେ ହିନ୍ଦୁ ମାନେ ମାନିଛନ୍ତି ଘରେ ଦୀପ ଦାନ କରିବା ସହ ରାମଙ୍କ ଫୋଟୋ ଆଗରେ ଦୀପ ଦାନକରିଛନ୍ତି ସେପରି ମୋହନା ରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଯୁବକ ସଙ୍ଘ ପକ୍ଷରୁ ମୋହନା ବଜାରରେ ଗେରୁଆ ବାନାଲଗାଇବା ସହ ଏକ ରାମ ମନ୍ଦିରର ଫୋଟୋ ଲଗାଇ ସ୍ଵାଗତ ଜଣାଇଛନ୍ତି ସନ୍ଧ୍ୟାରେ ୧୦୮ଦୀପ ଜାଳିବା ସହ ପ୍ରତ୍ୟକ ମନ୍ଦିର ଆଗରେ ଦୀପ ଲଗାଇଥିଲେ ଏବଂ ରାମ ଚନ୍ଦ୍ରଙ୍କ ନାମ ଜୟକାର କରିଥିଲେ ଏଇ କାର୍ଯ୍ୟକ୍ରମ ରେ ସଭାପତି ଅଜିତପାତ୍ର,ଜିତେନ୍ଦ୍ର ବେହେରା ଫିରଜ ପଟ୍ଟନାୟକ, ମଧୁସୂଦନ ପାଢ଼ୀ,ଗଗନ ପାଳ, ନୀଳାସାହୁ ଲାଲୁ ପାଢ଼ୀ,ଅଶୋକ ବେହେରା ଉପସ୍ଥିତ ଥିଲେ ସେପରି ଅଡବାରେ ଏକ କଳସ ଯାତ୍ରା ପରେ ଦୀପଦାନ କରା ଯାଇଥିଲା ଏଥିରେ ବହୁ ଧାର୍ମିକ ବ୍ୟକ୍ତି ମାନେ ଉପସ୍ଥିତ ରହିଥିଲେ ଚାନ୍ଦିପୁଟ, ପାଣିଗଣ୍ଡା,ଆକିଲି,ଚନ୍ଦ୍ରଗିରି, ଆଦି ବିଭିନ ସ୍ଥାନରେ ପାଳନ କରାଯାଇଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ