ମହେନ୍ଦ୍ର ସିଂହ ଧୋନୀଙ୍କ ଆନ୍ତର୍ଜାତିକ କ୍ରିକେଟରୁ ସନ୍ୟାସ

ନୂଆଦିଲ୍ଲୀ : ଟିମ୍ ଇଣ୍ଡିଆର ସଫଳ ଅଧିନାୟକ ଭାବେ ପରିଚିତ ମହେନ୍ଦ୍ରସିଂହ ଧୋନୀ ଆନ୍ତର୍ଜାତିକ କ୍ରିକେଟର ସବୁ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ସେ ୨୦୧୯ ବିଶ୍ପକପରେ ଭାରତ ପକ୍ଷରୁ ଶେଷ ଆନ୍ତର୍ଜାତିକ ମ୍ୟାଚ ଖେଳିଥିବାବେଳେ ଉକ୍ତ ମ୍ୟାଚରେ ଭାରତ ପରାଜିତ ହୋଇଥିଲା । ପରେ ତାଙ୍କ କ୍ରିକେଟ୍ କ୍ୟାରିଅରକୁ ନେଇ ସମର୍ଥକଙ୍କ ମଧ୍ୟରେ ବେଶ୍ ଚର୍ଚା ଚାଲିଥିଲା । ମାତ୍ର ଅଚାନକ ସେ ଆନ୍ତର୍ଜାତିକ କ୍ରିକେଟରୁ ଅବସର ନେଇଥିବା ଖବର ମିଳିଛି । କୁଲ କେପଟଙ୍କ ଏପରି ନିଷ୍ପତିରେ ତାଙ୍କ ସମର୍ଥକଙ୍କ ମଧ୍ୟରେ ନିରାଶ ଭାବ ଦେଖଦେଇଛି.

Share

Leave a Reply

Your email address will not be published. Required fields are marked *

Latest News
   କେ.ନୂଆଗାଁ ଥାନା ସମ୍ମୁଖରେ ଦଳୀୟ କର୍ମୀଙ୍କ ଧାରଣା ମଦ ଜବତ ; ଜେଲ ଗଲେ ୪ ଅଭିଯୁକ୍ତ ୱାରେଣ୍ଟିଙ୍କୁ କୋର୍ଟ ଚାଲାଣ କରୋନା ସଂକ୍ରମଣରେ ଅଙ୍ଗନୱାଡ଼ି କର୍ମୀଙ୍କ ମୃତ୍ୟୁ ବୁଗୁଡା ପାଞ୍ଚାୟତ ସମିତିର ନବମ ସାଧାରଣ ବୈଠକ
error: Content is protected !!