ରାଜ୍ୟ ସରକାରଙ୍କ ପକ୍ଷରୁ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ରଗୁଡ଼ିକୁ ଉତ୍କଳ ଦିବସ, ସ୍ୱାଧୀନତା ଦିବସରେ ଦିଅ।ଯାଉଥିବା ବିଜ୍ଞାପନ ଚଳିତ ବର୍ଷ ବନ୍ଦ ନେଇ ଅସନ୍ତେ।ଷ

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ପ୍ରକାଶ ପାଉଥିବା ଦୈନିକ, ସାପ୍ତାହିକ, ପାକ୍ଷିକ ଓ ମାସିକ ୧୪୮ଟି ସମ୍ବାଦପତ୍ରକୁ ରାଜ୍ୟ ସରକାର ଅନୁମେ ।ଦନ କରି ବିଜ୍ଞାପନ ପ୍ରଦାନ କରିଥାନ୍ତି । କରେ ।ନା ଯେ ।ଗୁଁ ଉକ୍ତ ସମ୍ବାଦପତ୍ରଗୁଡ଼ିକ ବିପୁଳ ପରିମାଣରେ କ୍ଷତିଗ୍ରସ୍ତ ହେଉଥିବା ବେଳେ ହଠାତ୍ ସରକାରଙ୍କ ପକ୍ଷରୁ ଏହି ସମ୍ବାଦପତ୍ରଗୁଡ଼ିର ବିଜ୍ଞାପନ ଦର ହ୍ରାସ କରିବା ଏବଂ ପୂର୍ବରୁ ଉତ୍କଳ ଦିବସ ଓ ସ୍ୱାଧୀନତା ଦିବସ ଅବସରରେ ଯେଉଁ ୮୫୦ ସ୍କ୍ୱାୟାର ସିଏମର ଡିସପ୍ଲେ ବିଜ୍ଞାପନ ଦିଅ ।ଯାଉଥିଲା ଚଳିତ ବର୍ଷ ସେଗୁଡ଼ିକୁ ବନ୍ଦ କରି ଦିଅ ।ଯାଇଥିବା ଯେ ।ଗୁଁ ଅଖିଳ ଭାରତ କ୍ଷୁଦ୍ର ଓ ମଧ୍ୟମ ସଂଗଠନ ପକ୍ଷରୁ ଉଦବେଗ ପ୍ରକାଶ କରାଯାଇଛି । ସଂଗଠନର ସଭାପତି ରବି ରଥଙ୍କ ଅଧ୍ୟକ୍ଷତାରେ ବ୍ରହ୍ମପୁର ଠାରେ ଅନୁଷ୍ଠିତ ଭିଡିଓ ସମ୍ମିଳନୀରେ ବିଭିନ୍ନ ବିଷୟରେ ଅ ।ଲେ ।ଚନା କରାଯାଇଥିଲା । କରେ।ନା ଲକ୍‌ଡାଉନ୍ ଯେ ।ଗୁଁ ରାଜ୍ୟରେ ଖବରକାଗଜ ପ୍ରକାଶନ କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି ହେ ।ଇଛି । ଇତିମଧ୍ୟରେ ବହୁ ସମ୍ବାଦପତ୍ର ପ୍ରକାଶନ କ୍ଷେତ୍ରରେ ବାଧା ଉପୁଜିବା ସହିତ ସାମ୍ବାଦିକ, କର୍ମଚାରୀମାନଙ୍କୁ ଛଟେଇ ସହିତ ଉପଯୁକ୍ତ ପାରିଶ୍ରମିକ ଦିଅ।ଯାଇପାରୁନାହିଁ । ଚାକିରି ଚାଲିଯିବା ଭୟରେ ସାମ୍ବାଦିକମାନେ ପ୍ରତିବାଦ କରିପାରୁନାହାନ୍ତି । ଅଜାଗା ଘା ଦେଖି ହୁଏ ନାହିଁ କି ଦେଖାଇ ହୁଏ ନାହିଁ । ଏଠାରେ ଉଲ୍ଲେଖ କରାଯାଇପାରେ, ରାଜ୍ୟ ସରକାର ରାଜ୍ୟରୁ ପ୍ରକାଶ ପାଉଥିବା ୮୨ଟି ଦୈନିକ ସମ୍ବାଦପତ୍ରକୁ ଅନୁମେ।ଦନ କରିଥିବା ବେଳେ ୫ଟି ଦୈନିକ ସମ୍ବାଦପତ୍ରକୁ ଛାଡ଼ିଦେଲେ ପ୍ରାୟ ୧୫ରୁ ଊର୍ଦ୍ଧ୍ୱ ଦୈନିକ ସମ୍ବାଦପତ୍ର ବୃହତ ସମ୍ବାଦପତ୍ର ଦାବି କରି ସରକାରଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କାର ବିଜ୍ଞାପନ ନେଉଛନ୍ତି । ଏ କ୍ଷେତ୍ରରେ କ୍ଷୁଦ୍ର ସମ୍ବାଦପତ୍ରଗୁଡ଼ିକୁ ପୂର୍ବରୁ ପାଉଥିବା ବିଜ୍ଞାପନକୁ ବନ୍ଦ କରି ଦିଅ ।ଯାଇଥିବାରୁ ସମ୍ପାଦକମାନେ କ୍ଷେ ।ଭ ପ୍ରକାଶ କରିବା ସହ ଏହି ସମ୍ବାଦପତ୍ରକୁ ବନ୍ଦ କରିଦେବା ଚକ୍ରାନ୍ତ ଚଳାଇଥିବା ଅଭିଯେ ।ଗ କରିଥିଲେ । ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ସୂଚନା ଓ ଲେ ।କ ସମ୍ପର୍କ ନିର୍ଦ୍ଦେଶକଙ୍କ ଚିଠି ନଂ ୪୯୨୮/ତା.୨୯.୪.୨୦୨୦ଙ୍କ ନେ ।ଟିସ କଟା ଘା\’ରେ ଚୁନ ସଦୃଶ । କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ରଗୁଡ଼ିକ ଉପରେ ବଜ୍ରପାତ ଭଳି ହେ ।ଇଛି । ବିଜ୍ଞାପନରେ ଅଘେ ।ଷିତ କଟେ ।କ୍ତି ସମ୍ପର୍କରେ ବିଭାଗ କର୍ତ୍ତୃପକ୍ଷ ନେ ।ଟିସ ଜାରି କରି ଅର୍ଦ୍ଧାଧିକ ପରିମାଣ ହ୍ରାସ କରିଛନ୍ତି । ତେଣୁ ଏହି ନିର୍ଦ୍ଦେଶନାମାର ପୁନଃବିଚାର କରାଯାଉ ବେ ।ଲି ଅଖିଳ ଭାରତ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘ ଓଡ଼ିଶା ଶାଖାର ସଭାପତି ରବି ରଥ ଅନୁରେ ।ଧ କରିଛନ୍ତି । ଏ ସମ୍ପର୍କରେ ଶ୍ରୀ ରଥ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ସୂଚନା ଓ ଲେ ।କ ସମ୍ପର୍କ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ବିଭାଗୀୟ ନିର୍ଦ୍ଦେଶକ, ରାଜ୍ୟ ସରକାରଙ୍କ ମିଡିଅ । ପରାମର୍ଶଦାତାଙ୍କ ଦୃଷ୍ଟି ଅ ।କର୍ଷଣ କରାଯିବା ପାଇଁ ନିଷ୍ପତ୍ତି ନିଅ।ଯାଇଥିଲା । ଏଠାରେ ଉଲ୍ଳେଖ କରାଯାଇପାରେ, ବଡ଼ ବଡ଼ ଖବର କାଗଜଗୁଡ଼ିକ ବହୁ ପରିମାଣରେ ସରକାରୀ, ବେସରକାରୀ, କର୍ପୋରେଟ ହାଉସର ବିଜ୍ଞାପନ ପାଇଥାନ୍ତି । କେବଳ କେ ।ଭିଡ ବିଜ୍ଞାପନ ବାବଦରେ ସେମାନେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଠାରୁ ଦୈନିକ ଲକ୍ଷାଧିକ ଟଙ୍କାର ଅ ।ୟ କରିଛନ୍ତି । କିନ୍ତୁ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ରଗୁଡ଼ିକ କେବଳ ବିଭିନ୍ନ ସ୍ମରଣୀୟ ଦିବସରେ ସୂଚନା ଓ ଲେ ।କ ସମ୍ପର୍କ ବିଭାଗ ବାର୍ତ୍ତା ଛଡ଼ା ଅ ।ଉ କିଛି ଦିଏ ନାହିଁ । ତେଣୁ ଏ ଦୃଷ୍ଟିକେ ।ଣରୁ ଓଡ଼ିଶାରେ ବିଭିନ୍ନ ଅଞ୍ଚଳରୁ ପ୍ରକାଶ ପାଉଥିବା କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ରଗୁଡ଼ିକୁ ବଞ୍ଚାଇ ରଖିବା ପାଇଁ ସରକାର ଏହି ନିଷ୍ପତ୍ତିର ପରିବର୍ତ୍ତନ କରିବା ପାଇଁ ଅ।ମେ ଅନୁରେ।ଧ କରୁଅଛୁ । ଏହି ଭିଡ଼ିଓ ସମ୍ମିଳନୀ ଅ ।ଲେ ।ଚନାରେ ସଂଗଠନର ସାଧାରଣ ସମ୍ପାଦକ ଜଗଦୀଶ ମିଶ୍ର, ସଂଗଠନର ବରିଷ୍ଠ ନେତା ବିନେ ।ଦ ମହାପାତ୍ର, ପ୍ରଦୀପ୍ତ କୁମାର ପରିଡ଼ା, ଦୈନିକ ପ୍ରଶାନ୍ତର ସମ୍ପାଦକ ପ୍ରଦୀପ କୁମାର ଦାଶ, ଦୈନିକ ତୀର୍ଥକ୍ଷେତ୍ରର ସମ୍ପାଦକ ପୁରୁଷେ ।ତ୍ତମ ପଲାଇ, ଦୈନିକ ଲେ ।କକଥାର ସମ୍ପାଦକ ଗିରିଧାରୀ ପଟ୍ଟନାୟକ, ଦୈନିକ କାଳାନ୍ତରର ସମ୍ପାଦକ ସୌମ୍ୟକାନ୍ତ ସାମନ୍ତରାୟ, ଦୈନିକ ଅଗ୍ନିଶିଖାର ସମ୍ପାଦକ ଅର୍ଜୁନ ରଞ୍ଜନ ପଣ୍ଡା, ସଂଗଠନର ଉପସଭାପତି ଭଜରାମ ମହାପାତ୍ର, ରମାକାନ୍ତ ପରିଜା, ସମ୍ପାଦକ ମନେ ।ରଞ୍ଜନ ପଟ୍ଟନାୟକ, ସରେ ।ଜ ରଞ୍ଜନ ପଟ୍ଟନାୟକ, ନୃସିଂହ ଚରଣ ବାରିକ, ସ୍ୱୀକାରର ସମ୍ପାଦକ ହେମନ୍ତ କୁମାର ମହାପାତ୍ର, ଚିତ୍ତରଞ୍ଜନ ସ୍ୱାଇଁ, ସୁକଦେବ ପରିଡ଼ା, ବିବେକାନନ୍ଦ ରାୟ, ତପନ କୁମାର ଲେଙ୍କା, ରବିନ୍ଦ୍ର କୁମାର ମହାରଣା, ସବିତା ମିଶ୍ର, ଚନ୍ଦ୍ରକାନ୍ତ ସୂତାର ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ