ବନ୍ୟାଞ୍ଚଳ ଗସ୍ତ କଲେ ରାଜ୍ୟ ସଭାପତି

ଯାଜପୁର,(ଓ୍ବାଇଏନ୍ଏସ୍): ଯାଜପୁର ର ବନ୍ୟାଞ୍ଚଳ ଗସ୍ତ କରିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି। ବଡ଼ଚଣା ବ୍ଲକ କଳାଶ୍ରୀ ଗୋପାଳପୁର ଅଞ୍ଚଳ ଗସ୍ତକରି ବନ୍ୟାବିପନ ଙ୍କ ଅବସ୍ଥା ପଚାରି ବୁଝିଛନ୍ତି । ଲୋକେ କିଭଳି ଭୟାବହ ବନ୍ୟା ଦ୍ୱାରା କ୍ଷତିଗ୍ରସ୍ତ ହୋଇଛନ୍ତି ସେ ନେଇ ସେ ସୂଚନା ଦେଇଥିଲେ ସ୍ଥାନୀୟ ଅଞ୍ଚଳ ବାସୀ ଦୀର୍ଘ ଦିନ ଧରି ବନ୍ୟା ଘେରରେ ରହିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ସରକାରୀ ସହାୟତା ମିଳିନଥିବା ଅଭିଯୋଗ କରିଥିଲେ | ଜିଲ୍ଲାରେ ହୋଇଥିବା କୁତ୍ରିମ ଘାଇ ଯୋଗୁଁ ଜିଲାରେ ଏଭଳି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ସମୀର ମହାନ୍ତି ଅଭିଯୋଗ କରିଥିଲେ। ତୁରନ୍ତ ବନ୍ୟା ବିପନ୍ନଙ୍କ ନିକଟରେ ରିଲିଫ ପହଞ୍ଚାଇବା ପାଇଁ ସେ ଦାବି କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ