ବ୍ରହ୍ମପୁରରେ ରାଜ୍ୟସ୍ତରୀୟ ଭାରେ।ତ୍ତେ।ଳନ ପ୍ରତିଯେ।ଗିତା ଓଡ଼ିଶାରୁ ୧୫୦ ଜଣ ପ୍ରତିଯେ।ଗୀ
ବ୍ରହ୍ମପୁର, : ଗଞ୍ଜାମ ଜିଲା ବ୍ରହ୍ମପୁରସ୍ଥିତ ସୁବୁଦ୍ଧି ବେଡ଼ା କଲ୍ୟାଣ ମଣ୍ଡପ (ପୁରୁଣା ବ୍ରହ୍ମପୁର) ଠାରେ ଚଳିତ ମାସ ୮ ଓ ୯ ତାରିଖ ଦୁଇଦିନ ଧରି ରାଜ୍ୟସ୍ତରୀୟ ଭାରେ ।ତ୍ତେ ।ଳନ ପ୍ରତିଯେ ।ଗିତା ଗଞ୍ଜାମ ଜିଲା ସଂଘ ପକ୍ଷରୁ ଅ ।ୟେ ।ଜନ କରାଯାଉଛି । ଏହି ପ୍ରତିଯେ ।ଗିତାରେ ୧୨ଟି ଜିଲାର କନିଷ୍ଠ ବାଳକ ଓ ବାଳିକା ବିଭାଗର ପ୍ରାୟ ୧୫୦ ପ୍ରତିଯେ ।ଗୀ ଅଂଶଗ୍ରହଣ କରିବେ । ଗଞ୍ଜାମ ଜିଲାରୁ ପ୍ରାୟ ୩୦ ଜଣ ପ୍ରତିଯେ ।ଗୀ ଏଥିରେ ଭାଗ ନେଉଛନ୍ତି । ବହୁ ସୁନାମଧନ୍ୟ କେ ।ଚ୍, ରେଫରୀ, ମ୍ୟାନେଜରମାନେ ଯେ ।ଗଦେବାର କାଯର୍ୟକ୍ରମ ରହିଛି । ଏହି ଅବସରରେ ଅ ।ନ୍ତଜାତୀୟ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଭାରେ ।ତ୍ତେ ।ଳକ ଭକ୍ତରାମ ଜ୍ୟେଷ୍ଠିଙ୍କୁ ସମ୍ମାନିତ କରାଯିବାକୁ ସ୍ଥିରିକୃତ ହେ ।ଇଛି । ଏ ସମ୍ପର୍କରେ ଏକ ବୈଠକ ସ୍ଥାନୀୟ ଇଞ୍ଜିନିୟରିଂ ସ୍କୁଲ ଛକସ୍ଥିତ ନବୀନ ଭବନ ପରିସରରେ ଜିଲା ସଭାପତି ତଥା ରାଜ୍ୟ ଉପସଭାପତି କୁମୁଦ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେ ।ଇଥିଲା । ରାଜ୍ୟ ସଂଗଠନର ସମ୍ପାଦକ ନାରାୟଣ ସାହୁ, ଜିଲା କାଯର୍ୟକାରୀ ସଭାପତି ସଚ୍ଚିଦାନନ୍ଦ ଦାଶ, ବରିଷ୍ଠ ସାମ୍ବାଦିକ ତଥା ଉପଦେଷ୍ଟା ରବି ରଥ, ଜିଲା ସମ୍ପାଦକ ଗାଗାରିନ ନାୟକ, ଯଜ୍ଞ ନାରାୟଣ ନନ୍ଦ, ଉଦୟ ନାଥ ସେଠୀ, ଅଭିମନ୍ୟୁ ଦଳାଇ, କେ. କୁର୍ମାରାଓ, ଗଣେଶ୍ୱର ସାହୁ, ପ୍ରଦୀପ କୁମାର ସାହାଣୀ, ଏସ. ରାମାରାଓ, ପୂର୍ଣ୍ଣଚନ୍ଦ୍ର ବେହେରା, ଶୂନ୍ୟଚନ୍ଦ୍ର ଦାଶ, ପୂର୍ଣ୍ଣଚନ୍ଦ୍ର ପଟ୍ଟନାୟକ, ରମେଶ ପାଢ଼ୀ, ଲକ୍ଷ୍ମୀ ନାରାୟଣ ରାଉତ, ଭାସ୍କର ମହାନ୍ତି, ଭାସ୍କର ମହାରଣା, ମନେ ।ରଞ୍ଜନ ଦାଶ, ପିଣ୍ଟୁ ମହାପାତ୍ର, କୁରା ଦାଶ, ଅ ।ନନ୍ଦ ମହାଙ୍କୁଡ଼, କେ ।ଚ୍ ରମେଶ ଚନ୍ଦ୍ର ସାହୁ ଓ ବିଷ୍ଣୁପ୍ରିୟା ନାୟକ, ଜଗନ୍ନାଥ ନାୟକ, ଦଣ୍ଡପାଣି ସାହୁ ଓ କେ ।ଚ୍ ସୀତା ଜେନାଙ୍କ ସମେତ ସଂଘର କର୍ମକର୍ତ୍ତାମାନେ ଉପସ୍ଥିତ ରହି କାଯର୍ୟକ୍ରମର ସଫଳତା ନେଇ ଗୁରୁତ୍ୱାରେ ।ପ କରିଥିଲେ ।