ମେ।ଟର ଯାନ ଚଳାଚଳ ଅ ।ଇନ ଜରିଅ।ରେ ଦେଶରେ ଅ।ତଙ୍କରାଜ

ବ୍ରହ୍ମପୁର, : ଲେ ।କଶକ୍ତି ଅଭିଯାନର ସଭାପତି ପ୍ରଫୁଲ ସାମନ୍ତରା ଓ ସାମାଜିକ କର୍ମୀ ରବି ରଥ ଏକ ପ୍ରେସ ବିବୃତ୍ତିରେ କହିଛନ୍ତି ୨୦୧୯ ନିର୍ବାଚନରେ ହଜାର ହଜାର କେ ।ଟି ଟଙ୍କା ଖର୍ଚ୍ଚ କରି ବିଜୟୀ ହେ ।ଇଥିବା ଭାରତୀୟ ଜନତା ପାର୍ଟି ତଥା ନରେନ୍ଦ୍ର ମେ ।ଦି ସରକାର ଅ ।ର୍ଥିକ କ୍ଷେତ୍ରରେ ବିଫଳ ହେ ।ଇଥିବା ଖେ ।ଦ୍ ସରକାରୀ ତଥ୍ୟ ପ୍ରକାଶ ହେ ।ଇଗଲା ପରେ ଦେଶରେ ବିଭିନ୍ନ କ୍ଷେତ୍ରରେ ପରିବର୍ତ୍ତନ ଅ ।ଣିବା ନାମରେ ଲେ ।କଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରାଯାଉଛି । ଏହାସହ ଯେହେତୁ ବେକାରୀ ଓ ସାମାଜିକ ଅସୁରକ୍ଷା ବଢ଼ିବାରେ ଲାଗିଛି । ଲେ ।କଙ୍କ ପ୍ରତିବାଦ ମାନସିକତାକୁ •ପି ଦେବା ପାଇଁ ଁ କେତେକ ଅ ।ଇନର କାଯର୍ୟକାରିତା ଜରିଅ ।ରେ ଭୟର ବାତାବରଣ ସୃଷ୍ଟି କରାଯାଉଛି । ଅ ।ଜି ଓଡ଼ିଶା ସମେତ ଦେଶର ଅଧିକାଂଶ ରାଜ୍ୟରେ କେନ୍ଦ୍ର ସରକାରଙ୍କ ନୂଅ । ନିୟମାବଳୀକୁ କାଯର୍ୟକାରି କରିବାକୁ ଯାଇ ରାଜ୍ୟ ସରକାରମାନଙ୍କ ପେ ।ଲିସ ସାଧାରଣ ବାଇକ ଓ ଅଟେ । •ଳକମାନଙ୍କ ଉପରେ ଯେପରି ଅଧିକ ଜରିମାନା ଅ ।ଦାୟ କରାଯାଉଛି ଓ ତାର ପ୍ରତିବାଦ କଲେ ଲାଠି •ଲୁଛି ତାହା ଅତି ନିନ୍ଦନୀୟ । ମେ ।ଟର ବାହନ •ଳନା କ୍ଷେତ୍ରରେ ଦୁର୍ଘଟଣା ରେ ।କିବାକୁ କଡ଼ାକଡ଼ା ଅ ।ଇନର ଅ ।ବଶ୍ୟକତା ଅଛି । କିନ୍ତୁ କାଗଜପତ୍ର ଅନିୟମିତତାକୁ ସମୟ ଦେଇ ସୁଧାର ଅଣାଯାଇପାରିବ । ପୁଣି ମଟର ଟ୍ୟାr ଜରିଅ ।ରେ ସାଧାରଣତଃ ଏକ ବାଇକ •ଳକ ଉପରେ କାହିଁକି ଅତ୍ୟଧିକ ବୀମାରାଶି ଦେବାକୁ ନିୟମ କରାଯାଉଛି । ବର୍ତ୍ତମାନ ଇନସୁ୍ୟରାନ୍ସ ନଥିବା ବାଇକ •ଳକ ଠାରୁ ୩ ହଜାର ଜରିମାନା ଅ ।ଦାୟ ହେଉଛି । ଏହାର ପଛରେ ଏକ ଅସଲ ଉଦେ୍ଧଶ୍ୟ ରହିଛି । ତାହାହେଲା ଦେଶରେ ଥିବା ଘରେ ।ଇ ବୀମା କମ୍ପାନୀମାନଙ୍କ ପାଖକୁ ଶହ ଶହ କେ ।ଟି ଟଙ୍କା ଯିବ । ନିର୍ବାଚନ ବେଳେ ଏହି ଘରେ ।ଇ କମ୍ପାନୀଙ୍କ ଠାରୁ ମେ ।ଟା •ନ୍ଦା ଅ ।ସିଥିଲା । ସେମାନଙ୍କ ପାଇଁ ଏହି ଅ ।ଇନ ଲାଗୁ ହେ ।ଇଛି । ବୀମା କରିବାକୁ ବାଧ୍ୟ କରାଗଲା ବେଳେ ବୀମାରାଣି ମଧ୍ୟ କମାଇ ଦେବାର ଅ ।ବଶ୍ୟକତା ରହିଛି । କିନ୍ତୁ କେନ୍ଦ୍ର ସରକାର ରାଜ୍ୟ ସରକାର ଏକଥା •ହାନ୍ତି ନାହିଁ । ଓଡ଼ିଶାରେ କାହିଁକି ଅ ।ଜି ରାସ୍ତାରେ ପେ ।ଲିସ ଜନତା ସଂଘର୍ଷ ? ରାତାରାତି ନିୟମ ବଦଳି ଗଲା ବେ ।ଲି ସାଧାରଣ ଅଟେ । •ଳକ ବା ମାଲିକ ପ୍ରତି ଏତେ କଠେ ।ର କାହିଁକି । ରାଜ୍ୟରେ ବିଜେଡ଼ି ସରକାର ଏବେ କେନ୍ଦ୍ର ବିଜେପି ସରକାର ସମସ୍ତ ଭଲ ମନ୍ଦ ନୀତି ନିୟମର ଅନ୍ଧ ସମର୍ଥକ । ସେଥିପାଇଁ କେନ୍ଦ୍ର ନିୟମାବଳୀକୁ ସମୀକ୍ଷା ନ କରି ଲେ ।କଙ୍କ ଉପରେ ଜବରଦସ୍ତ ଲଦି ଦେଇ ସର୍ବଶ୍ରେÂ ପ୍ରଶାସକର ପୁରସ୍କାର ପାଇବାକୁ ବିଜେପି ଶାସିତ ରାଜ୍ୟ ସରକାରମାନଙ୍କ ସହ ପ୍ରତିଯେ ।ଗିତା କରୁଛି । କର୍ଣ୍ଣାଟକର ରାଜଧାନୀ ବାଙ୍ଗାଲେ ।ରରେ ମଧ୍ୟ ଏପରି ସ୍ଥିତି ସୃଷ୍ଟି ହେ ।ଇଛି । ମଧ୍ୟପ୍ରଦେଶ, ଛତିଶଗଡ଼ ସରକାର ସମୀକ୍ଷା କରି ଲାଗୁ କରିବାକୁ ଘେ ।ଷଣା କରିଛନ୍ତି । ଭୟରୁ ମୁକ୍ତ ହେ ।ଇ ନାଗରିକମାନେ ସଚେତନ ହେବାକୁ ଶ୍ରୀ ସାମନ୍ତରା ଓ ଶ୍ରୀ ରଥ ଅ ।ହ୍ୱାନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ