ଜମିବାଡି ଵିଵାଦକୁ ନେଇ ଆକ୍ରମଣ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ଦକ୍ଷିଣବାଡ ଗ୍ରାମରେ ଜମିଵାଡି ଵିଵାଦକୁ ନେଇ ଆକ୍ରମଣ ହୋଇଥିଵା ସୂଚନା ମିଳିଛି।  ଜମିଵାଡି ଵିଵାଦକୁ କେନ୍ଦ୍ର କରି ପୂର୍ବ ଶତ୍ରୁତା ଅନୁଯାୟୀ ଗ୍ରାମର ଦୀପ୍ତିରଂଜନ ସେନାପତିଙ୍କୁ ତାଙ୍କ ସମ୍ପର୍କୀୟ ମାନେ ମାରାଣାତ୍ମକ ଆକ୍ରମଣ କରିଛନ୍ତି। ଆକ୍ରମଣ ରେ ଗୁରୁତର ଆହତ ହୋଇଥିବା ଦୀପ୍ତିରଂଜନଙ୍କୁ ପ୍ରଥମେ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଚିକିତ୍ସା କରାଯାଇ ଭଦ୍ରକ ପଠାଯାଇଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ