ଦୁର୍ଘଟଣାରେ ବିଜୁଯୁବ ବାହିନୀ କର୍ମୀଙ୍କ ମୃତ୍ୟୁ

କାଶୀନଗର,(ରାଜେଶ କୁମାର ପଟ୍ଟନାୟକ): ଜଗନାଥ ମନ୍ଦିର ସାହି ନିବାସ କାଶୀନଗର ବିଜ୍ଞାପିତ ଅଞ୍ଚଳପରିଷଦରେ କାର୍ଯ୍ୟ କରୁଥିବା ବିଜୁ ଯୁବ ବାହିନୀର କର୍ମୀଙ୍କ ମଦନପୁର ଠାରେ ବାଇକରେ ସାରୁକୋଟା ଯିବାବେଳେ ଆନ୍ଦ୍ର ଟିପର କୁ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ବାଇକ ଚାଳକର ମୃତ୍ୟୁ ଘଟିଛି | କତୁରୁ ଥାନା ପୋଲିସ ପାଲକୁଣ୍ଡା ଠାରେ ଶବ ବ୍ୟବଛେଦ କରାଯାଇଛି | କାଶୀନଗର ଥାନା ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଛି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ