ସେକ୍ସ ର‌୍ୟାକେଟ୍  ଠାବ ,୩ ଗିରଫ

ରାୟଗଡା ପୋଲିସକୁ ମିଳିଛି ବଡଧରଣର ସଫଳତା  । ରାୟଗଡା ଜିଲ୍ଲା ଏଫ.ସି.ଆଇ ଛକ ନିକଟରେ ଏକ ଭଡା ଘରେ  ପୋଲିସ ଅତର୍କିିତ ଚଢାଉ କରି ଦୁଇ ଜଣ ଯୁବତୀ ସମେତ ଜଣେ ମାଷ୍ଟର ମାଇଣ୍ଡ ଓ ୨ ଜଣ ଗରାଖକୁ ଗିରଫ କରିଛି । ବିଭିନ୍ନ  ସମୟରେ ପୋଲସ ନିକଟରେ ଅଭିଯୋଗ ହୋଇଥିବା ବେଳେ ପୋଲିସ କୁ ମିଳିଛି ,ସଫଳତା । ଗିରଫ ଅଭିଯୁକ୍ତଙ୍କ ପରିଚୟ ଗଂଜାମ ଜିଲ୍ଲାର ଚନ୍ଦନ କୁମାର ଚୈାଧୁରୀ ,୨ ଗରାଖ ହେଲେ ରାୟଗଡା ଜିଲ୍ଲା ଜେକେପୁର ଅଂଚଳର ବିକୁ କୁମାର  ତାଡଙ୍ଗୀ, ଓ ସୋନୁ ମଲ୍ଲିକ । ଏହି ଘଟଣା  ପରେ ପୋଲିସ ଛାନଭି÷ନ କରୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ