ଅକ୍ଟୋବର ୧୧ରୁ ୧୫ ଗ୍ରାଣ୍ଡ ଦିୱାଲି ଫେଷ୍ଟ ପାଇଁ ଭିଭୋର ରୋମାଂଚକାରୀ ଅଫର ଘୋଷଣା

ବିଶ୍ୱରେ ଅଭିନବ ସ୍ମାର୍ଟଫୋନ ଭିଭୋ ପକ୍ଷରୁ ସମସ୍ତ ନୂତନ ଭିଭୋ ଫୋନ ପାଇଁ ଭିଭୋ ଇ-ଷ୍ଟୋରରେ ଆକର୍ଷଣୀୟ ଦିପାବଳୀ ଅଫର ମାନ ଘୋଷଣା କରାଯାଇଛି । ଅକ୍ଟୋବର ୧୧ଠାରୁ ୧୫ ପର୍ଯ୍ୟନ୍ତ ଭିଭୋ ପକ୍ଷରୁ ଦିୱାଲି ଜ୍ୟାକପଟ୍ ୫୦% ପର୍ଯ୍ୟନ୍ତ ରିହାତି ଏବଂ ଅନ୍ୟାନ୍ୟ ସ୍ୱତନ୍ତ୍ର ଅଫର ଯଥା ୧୦% କ୍ୟାଶ୍ବ୍ୟାକ୍, ଫ୍ରି ସେଲଫି ଷ୍ଟିକ ଇତ୍ୟାଦିର ଘୋଷଣା କରାଯାଇଛି । ଏହି ଗ୍ରାଣ୍ଡ ଦିୱାଲି ଉତ୍ସବ ପାଇଁ ଭିଭୋ ଇ-ଷ୍ଟୋରରେ ଉପଲବ୍ଧ କିଛି ନୂତନ ସ୍ମାର୍ଟଫୋନ ଯଥା ଭିଭୋ ୟୁ-୧୦, ଜେଡ୍୧-ପ୍ରୋ ଓ ଜେଡ୍୧-ଏକ୍ସ ଉପରେ ଆକର୍ଷଣୀୟ ଅଫର ମାନ ଦିଆଯାଉଛି । ଗ୍ରାଣ୍ଡ ଦିୱାଲି ଫେଷ୍ଟ ସମୟରେ ଉପଭୋକ୍ତା ମାନେ ଭିଭୋ ଇଣ୍ଡିଆ ଇ-ଷ୍ଟୋରରେ ନିମ୍ନଲିଖିତ  ଅଫରମାନ ପାଇ ପାରିବେ । – ଭିଭୋ ଜେଡ୍୧-ପ୍ରୋ ୧୨,୯୯୦ ୧୪,୯୯୦ ୧୬,୯୯୦ ରେ ଉପଲବ୍ଧ  ପ୍ରିପେଡ ଅର୍ଡର ରେ ଜେଡ୍୧-ଏକ୍ସ ଉପରେ ଅତିରିକ୍ତ ୨୦୦୦ ଟଙ୍କା ଛାଡ – ସିମିତ ମଡେଲରେ ମାଗଣା ସେଲଫି ଷ୍ଟିକ – ମୋବାଇଲ କଭର ଉପରେ ୩୦୦ଟଙ୍କା ଛାଡ (କୁପନ କେବଳ ଊବସକ୍ଷଚ୍ଚଙଭହରମଗ୍ଧଗ୍ଦ.ମକ୍ଟଜ୍ଞ ରେ ବୈଧ୍ୟ) ନୂତନ ଜିଏଫ୍କେ କ୍ୱୁ-୨ ରିପୋର୍ଟ ଅନୁସାରେ, ଭିଭୋ ସ୍ମାର୍ଟଫୋନ ଭାରତରେ ବିକ୍ରିର ୨୧.୨% ଅଂଶ ହାସଲ କରିଛି । ଚଳିତ ବର୍ଷ ଭିଭୋ ଦେଶରେ ସଫଳ ୫ବର୍ଷ ପୁରଣ କରିଛି । ଭାରତରେ ଏକ ସଫଳ ଦୀର୍ଘକାଳିନ ବ୍ରାଣ୍ଡ ବନାଇବା ପାଇଁ ଏହାର ଚେଷ୍ଟା ଅବିରତ ରହିଛି । ଭିଭୋ ଇଣ୍ଡିଆ ସମ୍ବନ୍ଧରେ ବିଶ୍ୱସ୍ତରରେ ସ୍ମାର୍ଟଫୋନ୍ ନିର୍ମାଣ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଭିଭୋ ଭାରତରେ ଏହାର କାରବାର ୨୦୧୪ ମସିହାରେ ଆରମ୍ଭ କରିଥିଲା । ଅତି ସ୍ୱଳ୍ପ ସମୟ ମଧ୍ୟରେ ଏହା ସ୍ମାର୍ଟବ୍ରାଣ୍ଡ୍ ଭାବରେ ନିଜର ସ୍ଥିତିକୁ ସୁଦୃଢ଼ କରିପାରିଥିଲା । ଗ୍ରେଟର ନୋଏଡାଠାରେ ଏହାର ନିର୍ମାଣ କେନ୍ଦ୍ର ରହିଛି । ସମ୍ପ୍ରତି ଦେଶର ୨୭ ରାଜ୍ୟ ଏବଂ ୫ କେନ୍ଦ୍ରଶାସିତ ଅଂଚଳରେ ୫୩୯ରୁ ଅଧିକ ସହରରେ କମ୍ପାନୀର ୫୫୦ରୁ ଅଧିକ ସର୍ଭିସ୍ ସେଂଟର ରହିଛି । ଏହା ମୁଖ୍ୟତଃ କ୍ୟାମେରା ଓ ମ୍ୟୁଜିକ୍କୁ ଗୁରୁତ୍ୱ ପ୍ରଦାନ କରିଥାଏ । ଏହା ଭାରତରେ ଦ୍ରୁତ ଅଭିବୃଦ୍ଧିଶୀଳ କମ୍ପାନୀ ଭାବରେ ଖ୍ୟାତି ହାସଲ କରଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ