ବିଧାନସଭାରେ ସାନିଟାଇଜର ପିଇବାକୁ ଉଦ୍ୟମ କଲେ ଦେବଗଡ ବିଧାୟକ

ଭୁବନେଶ୍ୱର(ୱାଇଏନ୍‌ଏସ୍‌): ମଣ୍ଡି ସମସ୍ୟା ନେଇ ବିଧାନସଭାରେ ସାନିଟାଇଜର ପିଇବା ପାଇଁ ଉଦ୍ୟମ କରିଛନ୍ତି । ଦେବଗଡ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ଆଜି ଗୃହରେ ମଣ୍ଡି ସମସ୍ୟା ନେଇ ସାନିଟାଇଜର ପିଇବାକୁ ଉଦ୍ୟମ କରିଥିବା ଜଣାପଡିଛି । ସାନିଟାଇଜର ପିଇବାକୁ ଉଦ୍ୟମ କରୁଥିବା ସମୟରେ ଅନ୍ୟ ସଦସ୍ୟ ତାଙ୍କୁ ଛଡାଇଥିଲେ । ସଂସଦୀୟ ବ୍ୟାପାର ମନ୍ତ୍ରୀ ଓ ଅନ୍ୟମାନେ ନିବୃତ କରାଇଥିବା ଜଣାପଡିଛି । ଆତ୍ମାହୂତି ଦେବାକୁ ପୂର୍ବରୁ ଚେତାବନୀ ଦେଇଥିଲେ ସୁବାସ ପାଣିଗ୍ରାହୀ । ପୂର୍ବରୁ ଥରେ ଏବଂ ଆଜି ଗୃହ ଭିତରେ ଚେତାବନୀ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ