ରାଜ୍ୟରେ ପୁଣି ୮ ତାରିଖରୁ ନବମ ଓ ଏକା‌ଦଶ ଶ୍ରେଣୀ କ୍ଲାସ୍ ବାତିଲ

ଭୁବନେ‌ଶ୍ୱର (‌ୱାଇଏନ୍‌ଏସ୍‌): କରୋନା ଭାଇରସ ମହାମାରୀ ସଂକ୍ରମଣ ବ୍ୟାପି ଚାଲିଥିବାରୁ ରାଜ୍ୟର ସରକାରୀ ଓ ଘରୋଇ ସ୍କୁଲରେ ଚାଲୁଥିବା ନବମ ଓ ଏକାଦଶ ଶ୍ରେଣୀର କ୍ଲାସ୍‌କୁ ବାତିଲ କରିଦେଇଛନ୍ତି। ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ ଏପ୍ରିଲ ୮ ତାରିଖରୁ ରାଜ୍ୟରେ ୯ମ ଓ ଏକାଦଶ ଶ୍ରେଣୀ ପାଇଁ ଅଫ୍‌ଲାଇନ୍‌ରେ ପାଠପଢ଼ା ହେବ ନାହିଁ। ଏପ୍ରିଲ ୩୦ ଯାଏଁ ଏହି ନିଷ୍ପତ୍ତି ଲାଗୁ ରହିବ। ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀ ତୁରନ୍ତ ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ ହୋଇଛି। ୧୦ମ ଓ ଦ୍ୱାଦଶ ଶ୍ରେଣୀ ପାଇଁ କ୍ଲାସ ଏପ୍ରିଲ ୨୫ ଯାଏଁ ଚାଲିବ ବୋଲି ଜଣାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ