‌ବ୍ର‌ହ୍ମପୁର ଏମ୍‌କେସିଜି ଡ଼ାକ୍ତର କରୋନା ଆକ୍ରନ୍ତ

ବ୍ରହ୍ମପୁର, (ଅନିଲ କୁମାର): ବ୍ରହ୍ମପୁରରେ ଧୀରେ ଧୀରେ କରୋନା ବଢ଼ୁଥିବା ଦେଖିବାକୁ ମିଳୁଛି । ‌ବ୍ର‌ହ୍ମପୁର ଏମ୍‌କେସିଜି ମେଡ଼ିକାଲ୍ କଲେଜ ହସ୍‌ପିଟାଲ୍ ଚକ୍ଷୁ ବିଭାଗର ଜଣେ ଡ଼ାକ୍ତର କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ଉକ୍ତ ଘଟଣା ପ୍ରଚାରିତ ପରେ ଅନ୍ୟ କର୍ମଚାରୀଙ୍କ ପରୀକ୍ଷା ଓ ଆଇସୋଲେସନ୍ ପାଇଁ ବ୍ୟବସ୍ଥା କରାଯାଉଛି । ତେବେ ଉକ୍ତ ଡାକ୍ତର ଜଣକ ଆଇସୋଲେସନରେ ରହିଥିବା ବେଳେ ତାଙ୍କ ସଂସ୍ପର୍ଶରେ ଆସିଥିବା ରୋଗୀ ତଥା ଡାକ୍ତରମାନଙ୍କୁ ମଧ୍ୟ ସ୍ୱାବ୍ ଟେଷ୍ଟ ସହ ଆଇସୋଲେସନ୍‌ରେ ରହିବାକୁ ଅନୁରୋଧ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ