ଲକଡାଉନରେ ରବିବାର ବ୍ୟତୀତ ସବୁଦିନ ଟିକାକରଣ ଚାଲିବ

ଭୁବନେଶ୍ୱର, (ୱାଇଏନ୍‌ଏସ୍‌): ଲକ୍ ଡାଉନ୍ ସମୟରେ ସପ୍ତାହର ରବିବାରକୁ ଛାଡି ଅନ୍ୟ ସମସ୍ତ ଦିନରେ କରୋନା ଟିକା ଦିଆଯିବ । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ତେଣୁ ସୋମବାର ଠାରୁ ଶନିବାର ପର୍ଯ୍ୟନ୍ତ ଯୋଗ୍ୟ ବ୍ୟକ୍ତିମାନେ ନିଜ ବ୍ୟବସ୍ଥାରେ ଯାଇ ଟିକା ନେଇପାରିବେ ।

Share

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ