୫ଟି ଜିଲ୍ଲାର ପ୍ରମୁଖ ଛାତ୍ରନେତା ମାନେ ଭବପ୍ରସାଦଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ

ଯାଜପୁର, (ୱାଇଏନ୍‌ଏସ୍‌):ଯାଜପୁରର ପୂର୍ବତନ ପୈାରଧ୍ୟକ୍ଷ ତଥା ରାଜ୍ୟ ସାଙ୍ଗଠନିକ ସମ୍ପାଦକ ଶ୍ରୀ ପ୍ରଣବ ପ୍ରକାଶ ଦାସଙ୍କ ସାନ ଭାଇ ଯାଜପୁର ବିଧାୟକଙ୍କ ପ୍ରତିନିଧି ଶ୍ରୀ ଭବପ୍ରସାଦ ଦାସଙ୍କ ଜନ୍ମଦିନ ଅବସରରେ ଯାଜପୁର , କଟକ , ଖୋର୍ଦ୍ଧା, କେନ୍ଦୁଝର , ମୟୁରଭଞ୍ଜ , ଜିଲ୍ଲାର ପ୍ରମୁଖ ଛାତ୍ରନେତା ମାନେ ଯାଜପୁର ବାସଭବନରେ ଶ୍ରୀ ଦାସଙ୍କୁ ଭେଟି ଜଗନ୍ନାଥଙ୍କ ଫଟୋ ଚିତ୍ର ଏବଂ ଉତ୍ତୋରିୟ ଦେଇ ଜନ୍ମଦିନର‌ ଶୁଭେଚ୍ଛା ଜଣାଇଛନ୍ତି କାର୍ଯ୍ୟକ୍ରମରେ ସମାଜସେବୀ ଦିଲ୍ଲିପ ଧିର ସାମନ୍ତ ଛାତ୍ର ବିଜେଡ଼ି ନେତା ମୁନା ମହାପାତ୍ର , ସୁରଜ ବେରା , ବିଷ୍ଣୁ ବାରିକ , ଆଲୋକ ପଟ୍ଟନାୟକ, ଶିବ ପ୍ରସାଦ ସାହୁ, ରାମ ସାହୁ , ମଞ୍ଜିତ ମହାନ୍ତି , ଅଶୋକ ଇ ଦାସ ସୁଦର୍ଶନ ମହାପାତ୍ର , ସୋମୈ ରଞ୍ଜନ ସାହୁ , ଚନ୍ଦନ ସାହୁ , ପ୍ରିୟବ୍ରତ ଦଳାଇ , ବଣ୍ଟକୃଷ୍ଣ ସ୍ଵାଇଁ ଏବଂ ପରିଶେଷରେ ଛାତ୍ରନେତାମାନେ କୁନି କୁନି ପିଲାମାନଙ୍କୁ କେକ୍‌ ପ୍ରଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ