ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା

କଳାହାଣ୍ଡି, (ରଜନୀକାନ୍ତ ମିଶ୍ର): କଳାହାଣ୍ଡି ଜିଲ୍ଲା ଆମପାଣି ଥାନା ଅନ୍ତର୍ଗତ ଡେଙ୍ଗାଗୁଡା ଗ୍ରାମ ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗ୍ରାମର ଜଣେ ଯୁବତୀ ଓ ଜଣେ ପୁଅ ଏକ ବରଗଛ ରେ ବେକରେ ରଶିଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି।ସୂଚନା ଅନୁଯାୟୀ ମୃତ ଦୁହେଁ ହେଲେ ବାମ ଦେବ ମୁକୁଳିଆ ଙ୍କ ଝିଅ କୁନ୍ତଳା ଓ ଶିବ ଜୁଏଡ଼ ଙ୍କ ପୁଅ କୁନା ଜୁଏଡ଼ ବୋଲି ଜଣାପଡିଛି।ତେବେ ମୃତ ଦୁହିଁଙ୍କର ପାର୍ଶ୍ୱପ୍ରତିକ୍ରିୟା ରୁ ପ୍ରେମୀ ଜନିତ ଆତ୍ମହତ୍ୟା ହୋଇଥିବା ଅନୁମାନ କରାଯାଏ।ଘଟଣା ସ୍ଥଳ କୁ ବର୍ତ୍ତମାନ ଆମ୍ବପାଣି ପୋଲିସ ଓ ସାଇନ୍ସଟିଂ ପହଂଚି ତଦନ୍ତ ଆରମ୍ଭ କରିଛି। ବର୍ତ୍ତମାନ ସୁଧା ଆତ୍ମହତ୍ୟା ର କାରଣ ଅସ୍ପଷ୍ଟ ରହିଥିବା ବେଳେ ଝୁଲନ୍ତା ଶବ କୁ ପୋଲିସ ଉଦ୍ଧାର କରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ