ମହାନଦୀ ଟ୍ରିବ୍ୟୁନାଲର ଅବଧି ୨ ବର୍ଷ ବୃଦ୍ଧି

ଭୁବନେଶ୍ୱର (ୱାଇଏନ୍‌ଏସ୍‌): ମହାନଦୀ ଟ୍ରିବ୍ୟୁନାଲର ଅବଧିକୁ ୨ ବର୍ଷ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଫଳରେ ୨୦୨୩ ମାର୍ଚ୍ଚ ୧୧ ତାରିଖ ପର୍ଯ୍ୟନ୍ତ ଟ୍ରିବ୍ୟୁନାଲର ଅବଧି ବଢିଛି । ଅବଧି ବୃଦ୍ଧି ନେଇ ଜଳଶକ୍ତି ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।ତେବେ ୨୦୧୮ ମାର୍ଚ୍ଚ ୧୨ ତାରିଖରେ ଟ୍ରିବ୍ୟୁନାଲ ଗଠନ ହୋଇଥିଲା । ୩ ବର୍ଷ ପାଇଁ କାର୍ଯ୍ୟକାଳ ଧାର୍ଯ୍ୟ କରିଥିଲେ ସରକାର । ୨୦୧୧ ମାର୍ଚ୍ଚ ୧୧ ସୁଦ୍ଧା ରିପୋର୍ଟ ଦାଖଲ କରିବାର ଥିଲା । ମାତ୍ର କିଛି କାରଣ ପାଇଁ ବର୍ତ୍ତମାନ ସୁଦ୍ଧା ରିପୋର୍ଟ ଦାଖଲ ହୋଇନି ।

 

Share

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ