ଭାରତୀୟ ମାନବାଧିକାର ପରିଷଦ ପକ୍ଷରୁ ଅଗ୍ନିବିପନ୍ନଙ୍କୁ ସହାୟତା ପ୍ରଦାନ

କେନ୍ଦ୍ରାପଡ଼ା,(ଚିତ୍ତରଂଜନ ଦାସ):କେନ୍ଦ୍ରାପଡା ଜିଲ୍ଲା ଭାରତୀୟ ମାନବାଧିକାର ପରିଷଦ ପକ୍ଷରୁ ଅଗ୍ନି ବିପନ୍ନ ପରିବାରଙ୍କୁ ସହାୟତା ପ୍ରଦାନ କରାଯାଇଛି । ପରିଷଦର ସମ୍ପାଦକ ଧନେଶ୍ୱର ପଟ୍ଟନାୟକ,ଗରଦପୁର ବ୍ଲକର ଉପସଭାପତି ଚନ୍ଦ୍ରକାନ୍ତ ମିଶ୍ର ପ୍ରମୁଖ ଆକସ୍ମିକ ଅଗ୍ନିକାଣ୍ଡରେ ବାସଗୃହ ପୋଡି ପାଉଁଶ ହୋଇଯାଇଥିବା ଡେରାବିଶି ବ୍ଲକର ହରିଅଙ୍କ ଗ୍ରାମର ଦଳିତବସ୍ତିର ଅଗ୍ନିବିପନ୍ନ ପରିବାର ଯଦୁନାଥ ଜେନା, ଗୋଲେଖ ଜେନା, ରାଜକିଶୋର ଜେନା ଓ ଅଲେଖ ଜେନା ପ୍ରମୁଖଙ୍କୁ ଶାନ୍ତ୍ୱନା ଦେବା ସହ ରାସନ ସାମଗ୍ରୀ ଓ ଶୁଖିଲା ଖାଦ୍ୟ ପ୍ରଦାନ କରିଛନ୍ତି । ଏଥି ସହିତ ସେହି ବିପନ୍ନ ପରିବାରମାନଙ୍କ ମଙ୍ଗଳ କାମନା କରି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ