ଜଲିଗଲା ବାଲି ବୋଝେଇ ଟ୍ରକ୍

କଟକ:(ଦୀପକ୍ କୁମାର ବେଉରା) ଚାହୁଁ ଚାହୁଁ ଜଳିଗଲା ଟ୍ରକ୍ । ଅଳ୍ପକେ ବର୍ତ୍ତିଲେ ଟ୍ରକ୍ ଚାଳକ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କଟକ ସତିଚଉରା ଛକ ନିକଟରେ । ବାଲି ବୋଝେଇ ହାଇଓ୍ଵାରେ ହଠାତ ନିଆଁ ଲାଗିଯାଇଥିଲା। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ସେପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରକ୍ ରେ କିଭଳି ନିଆଁ ଲାଗିଲା ତାହାର ତଦନ୍ତ ଆରମ୍ଭ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ