ବୁଦା ମଧ୍ୟରୁ ବୟସ୍କଙ୍କ ମୃତଦେହକୁ ଉଦ୍ଧାର କଲା ବହଳଦା ପୋଲିସ

ରାଇରଙ୍ଗପୁର (ଅକ୍ଷୟ ବିଶ୍ୱାଳ): ମୟୂରଭଂଜ ଜିଲ୍ଲାର ବହଳଦା ଥାନା ଅନ୍ତର୍ଗତ ବାଗଡେଗା ଗ୍ରାମ ନିକଟସ୍ଥ ଏକ ବୁଦା ମଧ୍ୟରେ ଜଣେ ବ୍ୟକ୍ତିର ମୃତ ଦେହ ପଡିଥିବା ଅଭିଯୋଗ ହୋଇଛି । ଖବର ପାଇ ବହଳଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତକକୁ ଉଦ୍ଧାର କରିଥିଲା ।ଵ୍ୟକ୍ତି ଜଣକ ଘୁମାଳ ଗ୍ରାମର ନେପା ସର୍ଦାର(୫୪) ।ପୋଲିସ ମୃତକୁ ଉଦ୍ଧାର କରି ଏକ ଅପମୃତ୍ୟୁ ମାମଲାକେଶନଂ ୯/୨୧ ରୁଜୁ କରି ଶଵ ବ୍ୟବଛେଦ କରାଇ ପରିବା୍ ବର୍ଗଙ୍କୁ ହସ୍ତାନ୍ତର କରିଛି ।ଲୋକଟିର କ୍ଷତାକ୍ତ ହୋଇ ନ ଥିବା ସୂଚନା ମିଳିଛି ।ମୃତ୍ୟୁର କାରଣ ଅସ୍ପଷ୍ଟ।ପୋଲିସ ତଦନ୍ତ କରୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ