ବାଂଲାଦେଶ ସହ ପ୍ରଥମ ଟି ୨୦ ହାରିଲା ଭାରତ

ଦିଲ୍ଲୀ (ସନ୍ତୋଷ ନାୟକ) : ଦିଲ୍ଲୀଠାରେ ପ୍ରଥମ ଟି୨୦ କ୍ରିକେଟ ମ୍ୟାଚରେ ରବିବାର ହାରିଲା ଭାରତ,ଅରୁଣ ଜେଟଲୀ ଷ୍ଟାଡ଼ିଏମ ଠାରେ ବାଂଲାଦେଶ ଦେଶ ଓ ଭାରତ ମଧ୍ୟରେ ଅନୁଷ୍ଠିତ ପ୍ରଥମ ଟି୨୦ କ୍ରିକେଟ ମେଚରେ ବାଂଲାଦେଶ ଟଚ ଜିତି ଭାରତ କୁ ପ୍ରଥମେ ବ୍ୟାଟିଂ କରିବାକୁ ନିମନ୍ତ୍ରଣ କରିଥିଲା ବାଂଲାଦେଶ, ଓପେନେର ଭାବେ ରୋହିତ ଶର୍ମା ଓ ଶିଖର ଧବନ ଆସି ଦୁଇ ଜଣ ୧୦ ରନ କରିଥିବା ବେଳେ ରୋହିତ ଆଉଟ ହୋଇଥିଲେ, ପରେ ଲୋକେଶ ରାଉଳ ଆସି ୧୫ ରନ କରି ଆଉଟ ହେବ ପରେ ସେରସ ଆୟାର ୨୨ କରି ଆଉଟ ହୋଇଥିଲେ. ରୀସବ ପନ୍ଥ ଧବନଙ୍କ ସହ ମିଶି ୨୫ ରନ କରିବା ପରେ ଧବନ ଆଉଟ ହୋଇଥିଲେ ୪୧ ରନ କରି, ଭାରତ ୬ ହୁଇକେଟ ହରାଇ ୧୪୮ ରନ କରିଥଲା, ଦୁତୀୟା ପାଳି ରେ ବେଟିଂ କରିବାକୁ ବାଂଲାଦେଶର ଲିଟନ ଦାସ ଓ ମହମଦ ନାଇଁମ ଓପେନିଙ୍ଗରେ ଆସି ୮ ରନ ଦଳର ହୋଇଥିବା ବେଳେ ଲିଟନ ଆଉଟ ହୋଇଥିଲେ, ସୋମ୍ୟ ସରକାର ଓ ନାଇଁମ ମିଶି ୪୬ ରନ କରିଥିବାବେଳେ ନାଇଁମ ଆଉଟ ହୋଇ ଫେରି ଥିଲେ, ମୁସଫିକର ରହିମ ଆସିଥିଲେ ବେଟିଂ କରିବାକୁ, ଦୁହେ ଦୁହାଁ ଦାର ବେଟିଂ କରି ଭାରତୀୟ ବୋଲିଂକୁ ଧୂଳି ଚଟେଇ ଡେ଼ଇଥିଲେ, ମେଚଟି ସଂଘର୍ଷ ମୟ ହୋଇ ଥିବା ବେଳେ ଶେଷ ଓଭର କେପଟନ ମହମଦ ଦୁଲ୍ଲହା ଛକ୍କା ମାରି ବଙ୍ଗଳାଦେଶ କୁ ବିଜୟ ର ସ୍ୱାଦ ଡେ଼ଇ ଥିଲେ, ୬୦ ର ନ କରିଥିବା ମୁସଫିକରଙ୍କୁ ମେନଅଫ ଦiମେଚ ହୋଥିଲେ, ପରବର୍ତୀ ମେଚଟି ଆସନ୍ତା 7 ତାରିଖରେ ନାଗପୁରଠାରେ ଅନୁଷ୍ଠିତ ହେବ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ