ବ୍ରହ୍ମପୁରରେ ଲିଡ଼ସ୍‌ କ୍ରିକେଟ୍‌ ଏକାଡ଼େମୀର ଲୋଗୋ ଉନ୍ମୋଚନ

ବ୍ରହ୍ମପୁର, (ଅନିଲ କୁମାର): ଲିଡ଼ସ୍‌ କ୍ରିକେଟ୍‌ ଏକାଡ଼େମୀର ଲୋଗୋ ଉନ୍ମୋଚନ ମଙ୍ଗଳବାର ବିଧାୟକ ବିକ୍ରମ କୁମାର ପଣ୍ଡା ଦ୍ୱାରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ଉପସଭାପତି ସଞ୍ଜିତ ପାଣିଗ୍ରାହୀ, ମହାନଗର ସଭାପତି ବିଜୟ ସାମଲ, ମଳୟ ବିଶୋୟୀ, ଶୂନ୍ୟ ଦାସ, ମହାନଗର ଯୁବ ସଭାପତି ଅଜିତ ପଣ୍ଡା, ଗଞ୍ଜାମ ଜୋନ୍‌ ଛାତ୍ର ସଭାପତି ଜ୍ୟୋତି ରଞ୍ଜନ ସାହୁ ଓ ନେତାଜୀ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଆଦିିତ୍ୟ ପଟ୍ଟନାୟକ, ସଞ୍ଜୟ ବିଶୋୟୀ, ଜଗନ୍ନାଥ ରାଓ, ଅନୀଲ ରାଓ, ଦୀପଙ୍କର ମହାନ୍ତି, ଜିତୁ ତ୍ରିପାଠୀ, ବେଦ ପୁରୋହିତ, ବଣ୍ଟି, ମନୋଜ ବେହେରା, ତାପସ ସାହୁ ଏବଂ ଅନ୍ୟ ଖେଳାଳୀମାନେ ଉପସ୍ଥିତ ଥିଲେ । ଏହି ଟିମ୍‌ର ଉତ୍ତୋରତ୍ତର ଉନ୍ନତି କାମନା କରିବା ସହ ଖେଳାଳୀମାନଙ୍କୁ ସବୁ ସମୟରେ ବିଧାୟକ ସହଯୋଗ କରିବେ ବୋଲି କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ