ପାରାଲିମ୍ପିକ: ବ୍ୟାଡମିଣ୍ଟନରେ ଭାରତକୁ ପୁଣି ଏକ ସ୍ଵର୍ଣ୍ଣ ପଦକ
ଟୋକିଓ: ଟୋକିଓ ପାରାଲିମ୍ପିକ ଗେମ୍ସରେ ଶେଷ ଦିନରେ କିଷ୍ଣା ନାଗର ହଂକଂର ଚୁ ମାନ୍ କେଙ୍କୁ ବ୍ୟାଡମିଣ୍ଟନ ପୁରୁଷ ସିଙ୍ଗଲ୍ସ ଏସ୍ଏଚ୍୍-୬ ଇଭେଣ୍ଟରେ ପରାଜିତ କରି ସ୍ବର୍ଣ୍ଣ ପଦକର ଗୌରବ ଆଣିଛନ୍ତି। ୪୩ ମିନିଟ୍ ଧରି ଚାଲିଥିବା ଖେଳରେ ସେ ଚୁ ମାନ କେଙ୍କୁ ୨୧-୧୭, ୧୬-୨୧, ୨୧-୧୭ରେ ପରାଜିତ କରିଛନ୍ତି। ଏହି ଅଗ୍ରଣୀ ବଜାୟ ରଖି କିଷ୍ଣା ନାଗର ୧୧-୭ ଅଗ୍ରଣୀ ହୋଇଥିଲେ। ଏହା ଏଠାରୁ ନାଗର ଏକ ଭଲ ଖେଳ ପ୍ରଦର୍ଶନ କରି ତୃତୀୟ ଗେମ ଜିତ୧୫ ମିନିଟରେ ସ୍ବର୍ଣ୍ଣ ପଦକ ଜିତିଥିଲେ।