ଟ୍ରେନଲାଇନରେ କଟି ଯୁବକଙ୍କ ମୃତ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟେ।ଧନ ଲେଙ୍କା): ଭଣ୍ଡାରିପୋଖରୀ ଥାନା ମଞ୍ଜୁରୀରୋଡ଼ ଫାଣ୍ଡି ଅଧିନ ବଡକଣ୍ଟାପଡା ଗ୍ରାମର ଦିଲ୍ଲୀପ କୁମାର ବାରିକ ଟ୍ରେନରେ କଟି ମୃତ ବରଣ କରିଥିବା ଜଣାପଡିଛି। ଯୁବକ ଜଣକ ଆଜି ଅପରାହ୍ନରେ ଗ୍ରାମ ନିକଟ ଭଟପୁର ରେଳଲାଇନ କଡରେ କଟି ମୃତ୍ୟୁ ବରଣ କରିଥିବା ଜଣାପଡିଛି। ମୃତକ ଜଣକ ମଞ୍ଜୁରୀରୋଡ଼ ବଜାରରେ ଏକ ସେଲୁନ ଦୋକାନ କରିଥିବା ବେଳେ ଏନେଇ ଅଂଚଳରେ ଶୋକ ପ୍ରକାଶ ପାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ