ଭାଇଜାନ ସଲମାନ ଖାନ୍ ଗାଇଲେ ‘ମାନିକେ ମାଗେ ହିତେ’ ଗୀତ

ମୁମ୍ବାଇ: ‘ମାନିକେ ମାଗେ ହିତେ’ ଗୀତ ସମସ୍ତଙ୍କ ମୁହଁରେ ଏବେ ଶୁଣିବାକୁ ମିଳିଛି। ବି-ଟାଉନ ଠାରୁ ଆରମ୍ଭ ଟିଭିର କଳାକାରମାନେ ନିଜ ନିଜ ଅନ୍ଦାଜରେ ଏହି ଗୀତରେ ରିଲ୍‌ ଭିଡିଓ ତିଆରି କିର ସୋଶାଲ ମିଡିଆରେ ଭାଇରାଲ ହେଉଛନ୍ତି। ଏବେ ଏହି ତାଲିକାରେ ଯୋଡି ହୋଇଛି ବଲିଉଡର ଭାଇଜାନ ସଲମାନ ଖାନ୍‌ଙ୍କ ନାଁ। ସଲମାନଙ୍କ ମୁହଁରୁ ଶୁଣିବାକୁ ମିଳିଛି ‘ମାନିକେ ମାଗେ ହିତେ’। ସେ ନିଜ ଅନ୍ଦାଜରେ ଏହି ଗୀତକୁ ଗାଇଛନ୍ତି। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ