ନାଗସାପ ଉଦ୍ଧାର

କୁଜଙ୍ଗ, (ପୀତବାସ ପ୍ରଧାନ):କୁଜଙ୍ଗ ବ୍ଲକ ଅନ୍ତର୍ଗତ ଭୂତମୁଣ୍ଡାଇ ଗ୍ରାମର ସୁରେନ୍ଦ୍ର ଦାସଙ୍କ ଘରେ ଏକ ନାଗସାପ ପଶିଥିଲା । ଘରଲୋକ ଏ ସମ୍ପର୍କରେ ଖବର ପାଇ କୁଜଙ୍ଗ ବନ ବିଭାଗକୁ ଜଣାଇଥିଲେ । କୁଜଙ୍ଗ ବନବିଭାଗ କର୍ମଚାରୀ ଗଗନ ମଲ୍ଲିକ ଓ କୁଜଙ୍ଗ ଅଂଚଳର ସାପଧରାଳି ସମାଜସେବି ବଳରାମପୁର ଗ୍ରାମର ପ୍ରଭାତ ବେହେରା ସୁରେନ୍ଦ୍ର ଦାସଙ୍କ ଘରେ ପହଁଚି ଉକ୍ତ ୬ଫୁଟର ଏକ ନାଗସାପକୁ ଉଦ୍ଧାର କରି ଜଙ୍ଗଲରେ ଛାଡିଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ