୫୦୦ କୋଟିର ହିରୋଇନ ଜବତକଲା ଏଟିଏସ

ଆତଙ୍କବାଦୀ ନିରୋଧ ଦଳ (ଏଟିଏସ ) ଭାରତୀୟ ତଟ ସେନା ମିଳିତ ଭାବେ ବୁଧବାର ଗୁଜୁୁରାଟ ବିମାନବନ୍ଦରରୁ ୫୦୦ କୋଟି ଟଙ୍କାର ହେରୋଇନ ଜବତ କରାଯାଇଛି । ତଦନ୍ତ ୍କାରୀ ସଂସ୍ଥା ତରଫରୁ ୯ ଜଣ ଇରାନ ନାଗରିକଙ୍କୁ ଗିରଫ କରାଯାଇଛି । ୯ ଜଣ ଇରାନ ନାଗରିକ ପାକିସ୍ତାନର ଗ୍ୱାଦର ବନ୍ଦରରୁ ହିରୋଇନ ଗୁଜୁରାଟ ରକୁ ଆସିବା ପରେ ଅନ୍ୟ କୈାଣସି ଦେଶ କ ୁ ରପ୍ତାନୀ କରାଯାଇଥାନ୍ତା । ଏହି ବିସୟରେ ସର୍ବ ପ୍ରଥମେ ( ଏଟିଏସ ) କୁ ସୂଚନା ମିଳିଥିଲା । ତଦନ୍ତକାରୀ ସଂସ୍ଥା ଚଢାଉ କରିଥିବା ସନ୍ଦେହ କରି ୯ ଜଣ ହିରୋଇନ ଚାଲାଣ କାରୀ ମାନେ ବୋଟରେ ନିଆଁ ଲଗାଇଦେଇଥିଲେ । । ଭାରତୀୟ ନାଗରିକ ମଧ୍ୟ ସଂପୃକ୍ତ ଥିବା କୁହାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ