ସରପଞ୍ଚ ପାଇଁ ତୃପ୍ତୀରେଖା ସାମଲଙ୍କ ନାମାଙ୍କନପତ୍ର ଦାଖଲ

ହାଟଡିହି, (ବିକାଶ ବିଶ୍ୱାଳ) :-ତରତରା ପଞ୍ଚାୟତର ସରପଞ୍ଚ ପାଇଁ ତୃପ୍ତୀରେଖା ସାମଲ ଆଜି ନାମାଙ୍କନପତ୍ର ଦାଖଲ କରିଛନ୍ତି । ସେ ଆଜି ତାଙ୍କର ଶତାଧିକ ସମର୍ଥକଙ୍କ ସହ ଘରୁ ବାହାରି ବିଭିନ୍ନ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହିତ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ନାମାଙ୍କନପତ୍ର ଦାଖଲ କରିଥିଲେ । ତାଙ୍କ ସହିତ ସନ୍ତୋଷ କୁମାର ସାମଲ, ଶଶଧର ସାମଲ, ବସନ୍ତ କୁମାର ଚିନରା, କାଠିଆ ମିଶ୍ର, ନିରଞ୍ଜନ ସାମଲ, ମନୋଜ ପାତ୍ର, ପ୍ରସାନ୍ତ ସ୍ୱାଇଁ, ଟୁକୁନୁ ପାତ୍ର, ଜଳଧର ଦେହୁରୀ, ମନୋଜ କୁମାର ସାହୁ, ସୁନନ୍ଦ କୁମାର ସାହୁ, ଶିବ ପ୍ରସାଦ ସାହୁ, ପ୍ରଫୁଲ କୁମାର ଦେହୁରୀ, ଶ୍ୟାମସୁନ୍ଦର ଝାଲିଆ, ଅଲେଖ ଆଇଚ, ଆତୁଳ ବାରିକ, ମାଧମୁଣ୍ଡା, ଆର୍ତ୍ତ ନାଇକଙ୍କ ସମେତ ଶତାଧିକ ପଞ୍ଚାୟତବାସୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ