୧୨୭ ୱାର୍ଡସଭ୍ୟ, ସରପଞ୍ଚଓ ସମିତିସଭ୍ୟଙ୍କ ପ୍ରାର୍ଥୀପତ୍ର ନାକଚ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ଜିଲ୍ଲାର ୯ଟି ବ୍ଲକର ୱାର୍ଡସଭ୍ୟ, ସରପଞ୍ଚ ଓ ସମିତିସଭ୍ୟ ପ୍ରାର୍ଥୀଙ୍କ ମୋଟ ୧୨୭ଟି ପ୍ରାର୍ଥୀପତ୍ର ଯାଞ୍ଚ ପରେ ନକଚ ହୋଇଥିବା ସୂଚନା ମିଳିଛି । ସେଥିମଧ୍ୟରୁ ୯ଟି ବ୍ଲକରେ ୮ହଜାର ୧୨୫ଜଣ ୱାର୍ଡସଭ୍ୟଙ୍କ ପ୍ରାର୍ଥୀପତ୍ର ଭିତରୁ ୯୦ଟି ନାକଚ ହୋଇଥିବା ବେଳେ ୧୨୬୯ଟି ସରପଞ୍ଚଙ୍କ ପ୍ରାର୍ଥୀପତ୍ର ମଧ୍ୟରୁ ୨୯ଟି ଓ ୯୬୮ଟି ସମିତିସଭ୍ୟଙ୍କ ପ୍ରାର୍ଥୀପତ୍ର ମଧ୍ୟରୁ ୮ଟି ପ୍ରାର୍ଥୀପତ୍ର ଯାଞ୍ଚ ପରେ ନାକଚ କରାଯାଇଥିବା ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ