ମା’ ହିଙ୍ଗୁଳାଙ୍କ ଠାରେ ପୂଜାର୍ଚ୍ଚନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ତାଳଚେର, (ଯୁଗାବ୍ଦ ନ୍ୟୁଜ) : ତାଳଚେରର ଅଧିଷ୍ଠାତ୍ରୀ ଦେବୀ ଅଗ୍ନିସ୍ୱରୂପା ମା’ ହିଙ୍ଗୁଳାଙ୍କ ନବଦିନାତ୍ମକ ଯାତ୍ରା ଅବସରରେ ହିଙ୍ଗୁଳା ମା’ଙ୍କ ଦର୍ଶନ କରିବା ସହ ଉଭାସ୍ଥଳୀରେ ପୂଜାର୍ଚ୍ଚନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅହିଅବସରେ ସେ ମାଙ୍କ ନିକଟରେ ପ୍ରାଥନା କରିବା ସହ ସମସ୍ତଙ୍କ କଲ୍ୟାଣ ନିମନ୍ତେ ପ୍ରାଥନା କରିଛନ୍ତି, ଏଠି ସହ ସେଠାରେ ଉପସ୍ଥିତ ଥିବା ଶ୍ରଦ୍ଧାଳୁଙ୍କୁ ପ୍ରସାଦ ବିତରଣ କରିଥିଲେ, ଅନୁଗୁଳ ଜିଲ୍ଲା ଗସ୍ତ ଅବସରରେ ମାଙ୍କ ପିଠାକୁ ଯାଇ ପୂଜା କରିବା ସହ ମନ୍ଦିର ଥିବା ମନ୍ଦିର ପୂଜାରୀଙ୍କ ସହ ମନ୍ଦିର ବିଷୟରେ ଆଲୋଚନା ମଧ୍ୟ କରିଥିବା ଜଣାପଡିଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ