ବଡ ଭାଇକୁ ଟାଙ୍ଗିଆ ରେ ହାଣି ହତ୍ୟା କଲା ସାନ ଭାଇ 

କଳାହାଣ୍ଡି, (ରଜନୀକାନ୍ତ ମିଶ୍ର) :-କଳାହାଣ୍ଡି ଜିଲ୍ଲା ଭବାନିପାଟଣା ସଦର ଥାନା ଅଧିନସ୍ଥ କର୍ଲାପଡା ଫାଣ୍ଡି ଅନ୍ତର୍ଗତ ପଣ୍ଡି ଗାଁ ରେ ରବିବାର ସକାଳୁ ସକାଳୁ ଅଭାବନୀୟ ଘଟଣା ଘଟିଛି ସାମାନ୍ୟ ବଚସା ରୁ ଏକ ହତ୍ୟାକାଣ୍ଡ ଘଟିଛି । ପ୍ରକାଶ ଯେ  ବଡ ଭାଇକୁ ଟାଙ୍ଗିଆ ରେ ହାଣି ହତ୍ୟା କଲା ସାନ ଭାଇ । ପ୍ରକାଶ ଯେ  ରବିବାର ସକାଳୁ ପଣ୍ଡି ଗାଁ ର ବଡ ବାପା ର ପୁଅ ଘାସିରାମ ଟାକରିଆ ଓ ମାରାଦେଭ ଟାକରିଆ ମଧ୍ୟ ରେ କୌଣସି କାରଣରୁ ପ୍ରଥମେ ବଚସା ହୋଇଥିଲା ପରେ ଘଟଣାଟି ଉଗ୍ର ରୂପ ନେଇଥିଲା । ବଚସା ମଧ୍ୟରେ ସାନ ଭାଇ ମାରାଦେଭ ଟାକରିଆ ଏକ ଟାଙ୍ଗିଆ ଆଣି ବଡ ଭାଇ କୁ ଆକ୍ରମଣ କରିଥିଲା ଆକ୍ରମଣ କରିବା ଫଳରେ ଘଟଣାସ୍ଥଳ ରେ ବଡଭାଇ ଘାସିରାମ ଟାକରିଆ ର ମୃତ୍ୟୁ ହୋଇଥିବା ପୁଲିସ ସୂତ୍ରରୁ ଜଣାପଡିଥିବ ବେଳେ ଘଟଣାସ୍ଥଳ ରେ ସଦର  ପୋଲିସ ପହଞ୍ଚି ଶବ ଜବତ କରିବା ସହ ଅଧିକ ତଦନ୍ତ ଜାରି ରଖିଛି ଓ ହତ୍ୟାକାରୀ ସାନ ଭାଇକୁ ପୋଲିସ ଅଟକ ରଖି ତଦନ୍ତ କରୁଥିବା ଜଣାପଡିଛି।  ତେବେ ହତ୍ୟାକାଣ୍ଡ ସମୟରେ ସାନ ଭାଇ ମାରାଦେଭ ଟାକରିଆ ର ସ୍ତ୍ରୀ ମଞ୍ଜୁଲତା ପ୍ରତିନିଧି କେସିଙ୍ଗା ସକାଳୁ ପଣ୍ଡି ଗାଁ ର ବଡ ବାପା ର ପୁଅ ଘାସିରାମ ଟାକରିଆ ଓ ମାରାଦେଭ ଟାକରିଆ ମଧ୍ୟ ରେ କୌଣସି କାରଣରୁ ପ୍ରଥମେ ବଚସା ହୋଇଥିଲା ପରେ ଘଟଣାଟି ଉଗ୍ର ରୂପ ନେଇଥିଲା । ବଚସା ମଧ୍ୟରେ ସାନ ଭାଇ ମାରାଦେଭ ଟାକରିଆ ଏକ ଟାଙ୍ଗିଆ ଆଣି ବଡ ଭାଇ କୁ ଆକ୍ରମଣ କରିଥିଲା ଆକ୍ରମଣ କରିବା ଫଳରେ ଘଟଣାସ୍ଥଳ ରେ ବଡଭାଇ ଘାସିରାମ ଟାକରିଆ ର ମୃତ୍ୟୁ ହୋଇଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି । ଘଟଣାସ୍ଥଳ ରେ ସଦର ପୁଲିସ ପହଞ୍ଚି ଶବ ଜବତ କରିବା ସହ ହତ୍ୟାକାରୀ ସାନ ଭାଇ କୁ ଅଟକ ରଖି ତଦନ୍ତ କରୁଥିବା ଜଣାପଡିଛି  ତେବେ ହତ୍ୟାକାଣ୍ଡ ସମୟରେ ସାନ ଭାଇ ମାରାଦେଭ ଟାକରିଆ ର ସ୍ତ୍ରୀ ମଞ୍ଜୁଲତା ସ୍ୱାମୀ ଙ୍କୁ ଛାଡେଇବା ପାଇଁ ଚେଷ୍ଟା କରିବାରୁ ଟାଙ୍ଗିଆ ବାଜିବା ଯୋଗୁଁ ସ୍ତ୍ରୀ ମଞ୍ଜୁଲତା ଆହତ ହୋଇ ଭବାନିପାଟଣା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଜଣାପଡିଛି । ଦୟାନିଧି ସୁନାନୀ କେସିଙ୍ଗା ପ୍ରତିନିଧି I

Spread the love

Leave a Reply

Your email address will not be published.

Advertisement

ଏବେ ଏବେ