୯ ଫୁଟ ଲମ୍ବର କିଙ୍ଗ କୋବ୍ରା ସାପ ଉଦ୍ଧାର

ମୋହନା, (ଅଂଶୁମାନ ପଣ୍ଡା) :- ଗଜପତି ଜିଲ୍ଲା ମୋହନା ବନ ବିଭାଗ କର୍ମଚାରୀଙ୍କ ଦ୍ଵାରା ଶୁକ୍ରବାର ଦିନ ବିଳମ୍ବିତ ରାତିରେ ସ୍ଥାନୀୟ ବ୍ଳକ କଲୋନି ଏକ ଘର ବାରଣ୍ଡାରେ ସାପ ରହିଥିବାର ଖବର ନେଇ ବନ ବିଭାଗ କର୍ମଚାରୀଙ୍କୁ ଜଣେ ବ୍ୟକ୍ତି ଜଣାଇଁଥିଲେ । ଖବର ପାଇ ଘଟଣା ସ୍ଥଳରେ ବନ କର୍ମଚାରୀ ପହଞ୍ଚି କିଙ୍ଗ କୋବ୍ରା ସାପଟିକୁ ଉଦ୍ଧାର କରିଥିଲେ । ଯାହାର ଲମ୍ବ ୯ ଫୁଟ  । ପରେ ସାପଟିକୁ ଅଠରନଳା ନିକଟସ୍ଥ ଜଙ୍ଗଲରେ ଛଡାଯାଇଥିଲା ।

Spread the love

Leave a Reply

Your email address will not be published.

Advertisement

ଏବେ ଏବେ