ଗରାପୁର ବାବା ବୈକୂଣ୍ଠନାଥ ବ୍ରହ୍ମଚାରୀ ଆଶ୍ରମ ପକ୍ଷରୁ ବଡଦାଣ୍ଡରେ ଖାଦ୍ୟ ବଣ୍ଟନ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗରାପୁରସ୍ଥିତ ବାବା ବୈକୁଣ୍ଠନାଥ ବ୍ରହ୍ମଚାରୀ ଆଶ୍ରମ ପକ୍ଷରୁ ପୁରୀ ବଡଦାଣ୍ଡରେ ଗୁଣ୍ଡିଚା ରଥଯାତ୍ରା ଅବସରରେ ଦୁଇ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କୁ ସେବକମାନଙ୍କ ଦ୍ୱାରା ମାଗଣା ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଛି । ଆଶ୍ରମର ବାବାଜୀ ଚେତନାନନ୍ଦ ଦାସ, ଶ୍ରଦ୍ଧାନନ୍ଦ ଦାସ, ବାବାଜୀ ସତ୍ୟାନନ୍ଦ ଦାସଙ୍କ ତତ୍ୱାବଧାନରେ ପୁରୀ ବଡଦାଣ୍ଡରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ