ସମବାୟ ସମିତି ସଭାପତିଙ୍କ ଦାୟିତ୍ୱ ଗ୍ରହଣ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ) :-ନାଉଗାଁ ବ୍ଲକ ଅନ୍ତର୍ଗତ ଶିଖର ସମବାୟ ସମିତିର ନବ ନିର୍ବାଚିତ ସଭାପତି ନିଳମଣୀ ମହାପାତ୍ର ସମବାୟ ସମିତି କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବେ ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ଶିଖର ସମବାୟ ସମିତିର ସଂପାଦକ ମାଧବାନନ୍ଦ ନାୟକ, ସହାୟକ ସଂପାଦକ ପ୍ରସନ୍ନ କୁମାର ସ୍ୱାଇଁ, ଡିଇଓ ଚିନ୍ମୟ ନାୟକ ପ୍ରମୁଖ ଶ୍ରୀ ମହାପାତ୍ରଙ୍କୁ ପୁଷ୍ପଗୁଛ ଦେଇ ଶୁଭେଛା ଜଣାଇଥିଲେ । ପରେ ଶ୍ରୀ ମହାପାତ୍ର ଉପସ୍ଥିତ ଚାଷୀମାନଙ୍କୁ ଚଳିତ ଖରିଫ ଧାନ ସମିତିରେ ବିକ୍ରୟ କରିବା ପାଇଁ ସେମାନଙ୍କର ନାମ ପଂଜିକରଣ କରିବାକୁ ପଂଜିକରଣ ଫର୍ମ ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ