ଅଙ୍ଗନୱାଡ଼ି କର୍ମୀଙ୍କ ଦ୍ୱାରା ତୀରଙ୍ଗା ବଣ୍ଟନ
ମୋହନା, (ଅଂଶୁମାନ ପଣ୍ଡା):କେନ୍ଦ୍ର ସରକାର ଙ୍କ ନିର୍ଦେଶ କ୍ରମେ ଦେଶ ୭୫ ବର୍ଷ ପୃତି ଅବସର ରେ ଆଯାଦିକୁ ଅମୃତ ଉତ୍ସବ ପାଳନ କରୁଛି ଦେଶ ତେଣୁ ପ୍ରତେକ୍ ଘରେ ତୀରଙ୍ଗା ପତାକା ଉଡ଼ାଇବା ପାଇଁ ଅନୁରୋଧ କରିଛନ୍ତି ପ୍ରଧାମନ୍ତ୍ରୀ ରାଜ୍ୟ ସରକାର ପ୍ରତେକ ମହିଳା ମଣ୍ଡଳ ଙ୍କୁ କହି ତିରଙ୍ଗା ପତାକା ବାନଯାଇଚି ଆଜି ମୋହନା ବ୍ଲକ ରେ ତିରଙ୍ଗା ପହଞ୍ଚିବା ପରେ ଅଙ୍ଗନୱାଡ଼ି କର୍ମୀ ଓ ୱେଡ ସଭ୍ୟ ସଭ୍ୟା ଙ୍କ ଉପସ୍ଥିତ ରେ ପ୍ରତେକ ଘର୍ ଘର୍ ବୁଲି ତିରଙ୍ଗା ପତାକା ବାଣ୍ଟିବା ଶହ ଅଯି ଠାରୁ ନିଜ ଘର୍ ସମ୍ମୁଖ ରେ ପତାକା ଲଗାଇବାକୁ କହିଛନ୍ତି ସେପଟେ ମୋହନା ରେ ପ୍ରତେକ୍ ଘର୍ ଠାରୁ ନେଇ ଦୁକାନ ବଜାର ରେ ଉଡ଼ିଲା ତିରଙ୍ଗା