ସରକାରୀ ଆଇଟିଆଇ ଉଠା ଜଳସେଚନ ଗୋଷ୍ଠୀ ପ୍ରକଳ୍ପ ଅଧିନସ୍ଥ ପାଣି ପଞ୍ଚାୟତ ସଭ୍ୟମାନଙ୍କୁ ନେଇ ୧୦ ଦିନିଆ ତାଲିମ ଶିବିର

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଉଠା ଜଳସେଚନ ଗୋଷ୍ଠୀ ପ୍ରକଳ୍ପ ଗୁଡିକର ପାଣି ପଞ୍ଚାୟତର ୨୦ଜଣ ସଭ୍ୟ ମାନଙ୍କୁ ନେଇ ଏକ ତାଲିକା କାର୍ଯ୍ୟକ୍ରମ ନିକଟସ୍ଥ ସରକାରୀ ITI ଗୁମ୍ମା ଓ ସରକାରୀ ITI ରାୟଗଡରେ ପ୍ରଶିକ୍ଷଣ ଚାଲିଛି।ଯାହା ଗୁମ୍ମା ITIରେଗତ୧୯ତାରିଖ ରୁ ଆରମ୍ଭ ହୋଇ ୨୯ ତାରିଖରେ ପରି ସମାପ୍ତି ହେବ।ଏବଂ ରାୟଗଡ ITI ରେଗତ୨୦.୯.୨୦୨୨ତାରିଖ ରୁ ଆରମ୍ଭ ହୋଇ ୩୦.୯.୨୦୨୨ ପରି ସମାପ୍ତି ହେବ।ଏହି ତାଲିମ ଶିବିରରେ ଗୋଷ୍ଠୀ ଉଠା ଜଳସେଚନ ପ୍ରକଳ୍ପ ବ୍ୟବହୃତହେଉଥିବାମଟର,ଷ୍ଟାଟର,ମେନସୁଇଚଇତ୍ୟାଦିଜନ୍ତ୍ରାସଂପାଇଁସ୍ୱଳ୍ପମରାମତିରକ୍ଷଣାବେକ୍ଷଣଏବଂନିରାପତ୍ତାବିଷୟରେତାଲିମନେଉଛନ୍ତିଏହି ସରକାରୀ ITI ର ବୈସୟିକ ଶିକ୍ଷା ତାଲିମ ଓଡ଼ିଶା ଏବଂ ଉଠା ଜଳସେଚନ ପ୍ରକଳ୍ପ ର ମିଳିତ ସହଯୋଗରେ ଏହି ତାଲିମ ଦିଆଯାଉଛି।ଏହି ତାଲିମ ପାଇବା ପରେ ଚାଷି କ୍ଷୁଦ୍ର ମରାମତି ପାଇଁ ଅପେକ୍ଷା ନ କରି ନିଜେ ନିଜେ ସଜାଡି ପ୍ରକଳ୍ପ ଟିକୁ କାର୍ଯ୍ୟ କ୍ଷମକରିପାରିବେଏହିକାର୍ଯ୍ୟକ୍ରମଆସନ୍ତା୧୧.୧୦.୨୨ରେ ଚନ୍ଦ୍ରଗିରି ITI ରେ ଆରମ୍ଭ ହେବ ୨୧.୧୦.୨୦୨୨ ରେ ପରି ସମାପ୍ତି ହେବ।ଏହି କାର୍ଯ୍ୟକ୍ରମ କୁଉଠାଜଳସେଚନ ନିର୍ବାହୀ ଯନ୍ତ୍ରୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଛି।ଏହା ଦ୍ବାରା ଚାଷି ପାଣି ପଞ୍ଚାୟତ ଦ୍ବାରା ଉପକୃତ ହୋଇପାରିବେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ