୨୧୩ କିଲ ଗଞ୍ଜେଇ ସହ ଦୁଇ ଗିରଫ ଗାଡ଼ି ଜବତ

ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ଏସପି ଜୟରାମ ଶତପଥି ଙ୍କ ନିର୍ଦେଶ କ୍ରମେ ମୋହନା ଥାନା ଅଧିକାରୀ ପ୍ରଶାନ୍ତ କୁମାର ନିଷିକା ଙ୍କ ତ୍ୱତବଦାନ ରେ ଏସ ଆଇ ଯୋଚ୍ନା ରୋଏ ଓ ତାଙ୍କ ଟିମ୍ ଅଠରନଳା ପଟେ ପେଟ୍ରଲିଙ୍ଗି କରୁଥିବା ବେଳେ ଏକ କାର ନଂ ଓଆର୦୨ଵୀ,ୟ୩୦୪୦ ଦୃତ୍ ଗତି ରେ ଆସୁଥିବା ଦେଖି ଅଟକାଇ ଯାଞ୍ଚ କରିବା ବେଳେ ପ୍ଲାଷ୍ଟି ଅଖା ରେ ଗଞ୍ଜେଇ ଥିବା ପାଈ ଅତିରିକ୍ତ ତହସିଲଦାର ହିମାଂଶୁ ପଲାଇ ଙ୍କ ଉପସ୍ଥିତ ରେ ଓଜନ କରିବାରୁ ତାହା ୨୧୩କିଲ ହୋଇଥିଲା ଉକ୍ତ ଗଞ୍ଜେଇ ଚାଲଣ ରେ ସଂପୃକ୍ତ ଥିବା ଦୁଜଣ ହେଲେ ଅଡବା ଥାନା ଅଞ୍ଚଳ ର ପ୍ରୁଣ୍ଣ ଚନ୍ଦ୍ର ପ୍ରଧାନ ୨୩ ଅସ୍ଥ ମଣ୍ଡଳ ୨୩ ଉକ୍ତ ଗଞ୍ଜେଇ ଚୁଡଙ୍ଗପୁରୁ ଅଞ୍ଚଳ ରୁ ଭୁନେଶ୍ବର କୁ ଚାଲଣ ହେଉଥିବା ଥାନା ଅଧିକାରୀ ଶ୍ରୀ ନିଷିକା ସୂଚନା ଦେଇଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ