ବିରିକୋଟ ପ୍ରଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ପାଳନ ହୋଇଛି ବୟସ୍କ ଦିବସ

ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ମୋହନା ବ୍ଲକ ର ବୀରିକୋଟ ପଂଚାୟତ ର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ପରିସ୍ଵରରେ ଆନ୍ତର୍ଜାତୀୟ ବୟସ୍କ ବ୍ୟକ୍ତି ଦିବସ ପାଳନ କରାଯାଇଛ ଏହି ଅବସର ରେ ଅଞ୍ଚଳ ର ବାୟସକ ବୃଦ୍ଧା ବୃଦ୍ଧ ଙ୍କୁ ମାଗଣା ସ୍ବାସ୍ଥ୍ୟ ସେବା ଯୋଗାଇ ବା ଶହ ସ୍ବାସ୍ଥ୍ୟ ପରୀକ୍ଷା କରି ମାଗଣା ଔଷଧ ପ୍ରଦାନ୍ କରି ଥିଲେ କାର୍ଯ୍ୟକ୍ରମ ରେ ଡ଼ା ପ୍ରଶାନ୍ତ କୁମାର ସାହୁ ଉପସ୍ଥିତ ଥିଲେ ପରିଚାଳନା କରିଥିଲେ କିରଣ ବେହେରା ଓ ସ୍ବାସ୍ଥ୍ୟ କେନ୍ଦ୍ର ର ସମସ୍ତ କର୍ମଚାରୀ ଓ ଆଶା କର୍ମୀ ସେଇ ପରି ଅଡବା ପ୍ରଥମିକ ସ୍ବାସ୍ଥ୍ୟ କେନ୍ଦ୍ର ରେ ମଧ୍ଯ ପାଳନ କରଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ