ବିଭିନ୍ନ ପଂଚାୟତରେ ଗାନ୍ଧୀ ଜୟନ୍ତୀ ଓ ଗ୍ରାମ ସଭା ଅନୁଷ୍ଠିତ
ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ମୋହନା ବ୍ଲକ ର ୩୯ଟି ପଂଚାୟତ ରେ ପାଳନ ହୋଇଛି ଗାନ୍ଧୀ ଜୟନ୍ତୀ ଗ୍ରାମ ସଭା ସରପଞ୍ଚ ସମିତି ସଭ୍ୟ ସଭ୍ୟା ୱାଡ଼ ସଭ୍ୟ ଅଙ୍ଗନୱାଡ଼ିକର୍ମୀ ଆଶା ଦିଦି ଓ ସ୍ଥାନୀୟ ଲୋକ ଙ୍କୁ ନେଇ ପାଳନ ହୋଇଛି ମୋହନା ପଞ୍ଚାୟତ ରେ ଗାନ୍ଧୀ ଜୟନ୍ତୀ ଅବସରରେ ସଫେଇ କାର୍ଯ୍ୟକ୍ରମ ପ୍ରଥମେ ଆରମ୍ଭ ହୋଇଥିଲା ପରେ ସୂତନ୍ତ୍ର ଗ୍ରାମ ସଭା ଅନୁଷ୍ଠିତ ହୋଇଥିଲା ମୂଖ୍ୟ ପ୍ରସଙ୍ଗ ଆବାସ ଗୃହ ନିର୍ମାଣ, ମନରେଗା କାମ, ଗ୍ରାମ ର ଉନ୍ନତୀ କରଣ ପାଇଁ ଆଲାଚନା କରଯାଇଥିଲା ପଂଚାୟତ ନିର୍ବାହ ଅଧିକାରୀ ଖଗେଶ୍ବର ଭୁଆଁ, ସରପଞ୍ଚ ସୁନୀତା ମଲିକ ପ୍ରମୁଖ ଉପସ୍ଥିତ ଥିଲେ ମେରାପୁଲି ପଂଚାୟତ, ଅଡବା, ପାଣିଗଣ୍ଡା, ଖାରିଗୁଡ଼ା, ଭଳି ବିଭିନ୍ନ ସ୍ଥାନରେ ପାଳନ ହୋଇଛି ସେଇପରି ମୋହନା ହାଇସ୍କୁଲ୍ ପଡିଆ ରେ ମଧ୍ଯ ସର୍ବ ଧର୍ମ ର ଗୁରୁ ମାନଙ୍କୁ ନେଇ ଗାନ୍ଧୀ ଜୟନ୍ତୀ ପାଳନ କରିଥିଲେ ବିଡ଼ିଓ ତପସ୍ପିନି ହାଂସଦା ଦୀପ ଜାଳି କାର୍ଯ୍ୟକ୍ରମ କୁ ଆରମ୍ଭ କରିଥିଲେ