ଲବଣ ସତ୍ୟାଗ୍ରହ ପୀଠରେ ଗାନ୍ଧୀ ଜୟନ୍ତୀ ପାଳିତ

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ର କୁହୁଡ଼ି ଠାରେ ଥିବା ଐତିହାସିକ ଲବଣ ସତ୍ୟାଗ୍ରହ ପୀଠ ଠାରେ ଆଜି ଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଛି। ରାଜ୍ଯ କଂଗ୍ରେସ କୃଷକ ସେଲ ର ଅଧକ୍ଷ ଅମିୟ କୁମାର ପଟ୍ଟନାୟକ, ଶିକ୍ଷାବିଦ କାଳନ୍ଦୀ ଛାଟୋଇ, ସମାଜ ସେବୀ ସତ୍ୟବ୍ରତ ଲେଙ୍କା, ଭୋଳା ନାଥ ସ୍ଵାଇଁ, ପବିତ୍ର ସ୍ଵାଇଁ, ସତ୍ୟବ୍ରତ ବାରିକ, ଅରୁଣ ଲେଙ୍କା, ଚିକୁ ନାୟକ, ସୌରଭ ଲେଙ୍କା, ସମାଜସେବୀ ଦୁଷ୍ମନ୍ତ ପରିଡ଼ା ଓ ବିଭିନ୍ନ ମହିଳା ସଙ୍ଗଠନ ର ସଭ୍ୟା ମାନେ ପୀଠ ଠାରେ ପହଞ୍ଚି ସେଠାରେ ଥିବା ମାହାତ୍ମା ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିବା ସହିତ ରାମଧୁନ ଗାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ