ଜମି ବିବାଦକୁ କେନ୍ଦ୍ର କରି ଗଣ୍ଡଗୋଳ

ମୋହନା , (ଯୁଗାବ୍ଦ ନ୍ୟୁଜ) : ଗଜପତି ଜିଲ୍ଲା ଆଡବା ଗାଁରେ ପୂର୍ବ ଜମିବିବାଦକୁ କେନ୍ଦ୍ର କରି ଅଡ଼ବା ପୋଲିସ ୧୪ଜଣକୁ ଗିରଫ କରିଛି ଅଡ଼ବା ପୋଲିସ । ସୁଚନାନୁସାରେ , ଗତକାଲି ଗରଡ଼ମା ଗାଁ ରେ କିଛି ବ୍ୟକ୍ତି ଅନ୍ୟ ସାହିର ସକଳୁ ୭ଟା ରେ ଜବରଦସ୍ତ ୧୪ଟି ପରିବାର ର ଘର ଭାଙ୍ଗି ଦେଇଥିଲେ । ସେଇ ଘଟଣାରେ ଆଜି ଅଡ଼ବା ଥାନା ଦାୟିତ୍ୱରେ ଯାଇ ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକ ଓ ଆଲୋ କଜଗଦଲା ଉପସ୍ଥିତ ରହି ୧୪ଜଣକୁ ଗିରଫ କରାଯାଇଛି । ଥାନାରେ ଅଭିଯୋଗ କରିଥିବା ବ୍ୟକ୍ତିମାନେ ଗଜପତି ଜିଲ୍ଲା ରୁ କୋଣସି ସାହାଯ୍ୟ ନ ପାଇବାରୁ ସେମାନେ ରାୟଗଡ଼ା ଜିଲ୍ଲା ରେ ସାମିଲ ହୋଇ ଛି ଆବାସ ଯୋଜନା ଦ୍ୱାରା ଘର ଖଣ୍ଡିଏ ପାଇବା ପାଇଁ ସେମାନେ ସରକାରି ଯାଗା ଉପରେ ଘର କରି ଚଳୁଥିଲେ । ଅନ୍ୟ ପଟେ ଗତକାଲି ତସିଲିଦାର ସଙ୍ଘମିତ୍ର ଦେବି ଘଟଣାର ଅନୁଧ୍ୟାନ କରି ଦୁଇଟି ପରିବାରଙ୍କୁ ଆବାସ ଯୁଜନା ରାୟଗଡ଼ା ଜିଲ୍ଲା ତରଫରୁ ମିଳିଥିବ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ