ତିର୍ତୋଲ ରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

ତିର୍ତ୍ତୋଲ, (ଅଭିଷେକ ତ୍ରିପାଠୀ):ତିର୍ତ୍ତୋଲ ଠାରେ ଥିବା ପ୍ରଥମ ଶ୍ରେଣୀ ବିଚାରବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ| ହୋଇଯାଇଛି।ଏହି ଲୋକ ଅଦାଲତ ରେ ବିଚାରପତି ନଜେଦା ଖାତୁନ ସରକାରୀ ଓକିଲ ଶଶ୍ମିତା ନାୟକ,ପ୍ରଭାତ ରଂଜନ ପଲାଉର,ତିର୍ତ୍ତୋଲ ଓକିଲ ସଂଘ କର୍ମକର୍ତା ଓ ଅନ୍ୟ ଆଇନୀଜିବୀ ସାଧାରଣ ଲୋକେ କୋଟ କର୍ମଚାରୀ ଉପସ୍ଥିତିରେ ମୋଟ ୨୧ଟି ବିଭିନ୍ନ ବିଭାଗର ମାମଲା ଫଇସଲା କରାଯାଇ ୪ଲକ୍ଷ ୫୭ ହଜାର ୬୨୧ଟଙ୍କା ଆଦାୟ ହୋଇଛି ବୋଲି ସୂଚନା ମିଳିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ