ଛାତ୍ରୀଙ୍କ କୃତ୍ତିତ୍ୱ
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଦନେଇପୁର ଗ୍ରାମର ଅକ୍ଷୟ କୁମାର ମିଶ୍ର ଓ ବିନୋଦିନୀ ମିଶ୍ରଙ୍କ ସୁକନ୍ୟା ଇପିସିତା ମିଶ୍ର ଡାକ୍ତରୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇ କେନ୍ଦୁଝର ମେଡିକାଲ କଲେଜରେ ନାମ ଲେଖାଇଛନ୍ତି । ସେ ପରମାଣୁ ଉର୍ଜା କେନ୍ଦ୍ରୀୟ ବିଦ୍ୟାଳୟ ତୁରାମୁଣ୍ଡିରେ ମାଟ୍ରିକ ପରୀକ୍ଷାରେ ଶତକଡା ୯୧ଭାଗ ମାର୍କ ରଖି କୃତିତ୍ୱର ସହ ଉତିନ୍ନ ହୋଇଥିବାବେଳେ ପରମାଣୁ ଉର୍ଜା କେନ୍ଦ୍ରୀୟ ବିଦ୍ୟାଳୟ ଯାଦୁଗୁଡାରୁ ଯୁକ୍ତ ୨ରେ ଶତକଡା ୯୦ଭାଗ ନମ୍ବର ରଖି ସଫଳତାର ସହିତ ଉତିର୍ଣ୍ଣ ହୋବାପରେ ଡାକ୍ତରୀ ଶିକ୍ଷା ପାଇଁ ପାଇଁ ମନବଳାଇ ଥିଲେ ।