ଏଡସ୍ ସଚେତନତା କାର୍ଯ୍ୟକ୍ରମ

କାଶୀନଗର, (ରାଜେଶ କୁମାର ପଟ୍ଟନାୟକ):ସ୍ଥାନୀୟ ଶ୍ରୀରାମ କନିଷ୍ଠ ମହା ବିଦ୍ୟାଳୟ ରେ ଆଜି ଏକ ଏଡସ୍ ସଚେତନତା କାର୍ଯ୍ୟକ୍ରମ କଲେଜର NSS ରେଡ କ୍ରସ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିଲା l କାର୍ଯ୍ୟକ୍ରମ କୁ କଲେଜ ର ଅଧକ୍ଷ ଶ୍ରୀ ନବକୃଷ୍ଣ ସାହୁକାର ଅନୁଷ୍ଠାନକ ଭାବେ ଉଦଘାଟନ କରିଥିଲେ l ଏଡସ୍ ସଚେତନତା ଉପରେ ବିଷୁତ ଆଲୋଚନା କରା ଯାଇଥିବା l ଏହି ଉପଲକ୍ଷେ କଲେଜ ର ୭୦୦ ପିଲାକୁ ନେଇ ଏକ ବିରାଟ ରାଲି ସହର ପରିଭ୍ରମଣ କରିଥିଲେ l NSS ୟୁନିଟ ର ପ୍ରୋଗ୍ରାମ ଅଫିସର ଶ୍ରୀମତୀ କଳ୍ପନାର ବେହେରା ଏକ ରେଡ କ୍ରସ ୟୁନିଟ ର କୋମାଣ୍ଡେର ଶ୍ରୀ କୈଳାଶ ଚନ୍ଦ୍ର ପ୍ରଧାନ ଶ୍ରୀମତୀ ସସ୍ମିତା ଦାସ ଏହି କାର୍ଯ୍ୟକ୍ରମ କୁ ସୂଚଇ ରୂପେ ପରିଚଳନା କରିଥିଲେ କଲେଜ ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ l ସେହିପରି ଶ୍ରୀରାମ ଡିଗ୍ରୀ କଲେଜରେ ଅଧକ୍ଷ୍ୟ ପ୍ରଶାନ୍ତ ବାନାପାଳି ଙ୍କ ଅନୁସାରେ ଏକ ସଚେତନତା ରାଲି ସହର ପରିକ୍ରମା କରାଯାଇଥିଲା l କଲେଜ ର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଓ କର୍ମଚାରି ମାନେ ଯୋଗ ଦେଇଥିଲେ l ଛାତ୍ରଛାତ୍ରୀ ମାନେ ବିଭିନ୍ନ ସ୍ଲୋଗାନ ଦେଇ ସହର ପରୀକ୍ରମା କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ