କନ୍ଧମାଳ ଜିଲ୍ଲାରେ ପୁଣୀ ଲଜ୍ଜ୍ୟା

କନ୍ଧମାଳ : ଥମିବାର ନାଁ ଧରୁନାହିଁ ଲଜ୍ଜ୍ୟା । କନ୍ଧମାଳ ଜିଲ୍ଲାର ତୁମୁଡିବନ୍ଧରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ମିଳିଥିବା ଖବର ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ନାବାଳିକା ଜଣକ ଘରେ ଏକୁଟିଆ ରହୁଥିବା ବେଳେ ଜଣେ ଯୁବକ ଘରେ ପଶି ବଳ ପୂର୍ବକ ଦୁଷ୍କର୍ମ କରିଛି । ଏହା ସହ କାହାକୁ କହିଲେ ଜୀବନରୁ ମାରିଦେବାକୁ ଅଭିଯୁକ୍ତ ଜଣଙ୍କ ନାବାଳିକାଙ୍କୁ ଧମକ ଦେଇଥିଲେ । କିନ୍ତୁ କିଛି ସମୟ ଭିତରେ ପରିବାର ଲୋକ ଘରକୁ ଆସିବା ପରେ ନାବାଳିକା ଜଣକ ପରିବାର ସମ୍ମୁଖରେ ସବୁ କିଛି କହିଥିଲା । ଏହା ପରେ ପରିବାର ଲୋକେ ପୋଲିସ ନିକଟରେ ଅଭିଯୋଗ ପରେ ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତ ଜାରୀ ରଖିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ