ସୁର୍ୟା ହାଲମାର୍କର ୩ଟି ସୁନା ଦୋକାନରେ ଏକାକାଳୀନ ଜିଏସଟି ଚଢ଼ାଉ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ମନୋଜ ପଣ୍ଡା, ସିଟି ଏଣ୍ଡ ଜିଏସିଟି ଅଧିକାରୀ ବ୍ରହ୍ମପୁରଙ୍କ ନେତୃତ୍ୱରେ 9 ଜଣିଆଟିମ ସୁର୍ୟା ହାଲମାର୍କର ୩ ଟି ସୁନା ଦୋକାନରେ ଏକାକାଳୀନ ସୁନା ଦୋକାନ ଉପରେ ଚଢ଼ାଉ ଜାରି ରଖିଛି ଏନଫୋର୍ସମେଣ୍ଟ ବିଭାଗ. ଦୋକାନରେ ସୁନା ଷ୍ଟକ ଓ ତତ ପରିମାଣର ଟାକ୍ସ ପ୍ରଦାନ, ଏବଂ ଗ୍ରାହକଙ୍କୁ ଉପଯୁକ୍ତ ବିଲ ପ୍ରଦାନ ହେଉଛି କି ନାହିଁ ଏ ସମ୍ପର୍କରେ ସମସ୍ତ ତଥ୍ୟକୁ ଟିକିନିକି ଯାଞ୍ଚ କରାଯାଉଛି. ଜିଏସଟି କମିଶନରଙ୍କ ନିର୍ଦେଶକ୍ରମେ ଏହି ତଦନ୍ତ ଆରମ୍ଭ ହୋଇଛି ପରବର୍ତ୍ତୀ ସମୟରେ ଯାହା ବ୍ୟତିକ୍ରମ ହୋଇଛି ତାହା ସ୍ପଷ୍ଟ ହେବ ବୋଲି କହିଛନ୍ତି ଜିଏସଟି ଅଧକାରୀ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ