କନ୍ୟା ବଞ୍ଚାଓ – କନ୍ୟା ପଢାଅ ସଚେତନତା ପାଇଁ ପଦଯାତ୍ରା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ମୋହନା ବ୍ଲକରେ କନ୍ୟା ବଞ୍ଚାଓ କନ୍ୟା ପଢାଓ ପାଇଁ ସାଧାରଣରେ ସଚେତନତା ସୃଷ୍ଟି କରିବା ପାଇଁ ଆଜି ଏକ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି. ମୋହନା ୟୁଜି ହାଇସ୍କୁଲ ଖେଳ ପଡିଆ ଠାରୁ ଏହି ପଦଯାତ୍ରା ବାହାରି ମୋହନା ପରିକ୍ରମା କରିଥିଲା. ସେଣ୍ଟ୍ରାଲ, ରୁରାଲ କମ୍ୟୁନିକେସନ ବ୍ରହ୍ମପୁର ଦ୍ୱାରା ଏହି ସଚେତନ ପଦଯାତ୍ରା ଆୟୋଜିତ ହୋଇଥିଲା. ମୋହନାର ଛାତ୍ରୀମାନେ ଏହି ପଦଯାତ୍ରାରେ ଭାଗ ନେଇଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ