ଦଳୋବନ୍ଧ କମିଟି ଆନୁକୁଲ୍ୟରେ ପ୍ରାକ୍ ପ୍ରସ୍ତୁତି ବୈଠକ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଆଜି ଅପରାହ୍ନରେ ସ୍ଥାନୀୟ ଦୋଳବନ୍ଧ ପାର୍ଶ୍ଵ ସତ୍ୟସାଇ ମନ୍ଦିର ପରିସରରେ ଏକ ବୈଠକ ମଙ୍ଗଳା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇସାରିଛି । ବିନୋଦ ଚନ୍ଦ୍ର ଜେନା, ହରିମୋହନ ପଟନାୟକ, ଅରକ୍ଷିତ ଜେନା, ପ୍ରାଣ ତରାଇ ପ୍ରଭୃତି ଯୋଗ ଦେଇ ନିଜସ୍ଵ ମତବ୍ୟକ୍ତ କରିଥିଲେ। ଆଗାମୀ ମାର୍ଚ୍ଚ ମାସ ତା:୦୩/୦୩/୨୦୨୩ ରିଖ ଠାରୁ ତା. ୦୮/୦୩/୨୦୨୩ରିଖ ପର୍ଯ୍ୟନ୍ତ ପୂଜୋଛବ ଏବଂ ସାଂସ୍କୃତିକ। କାର୍ଯ୍ୟକ୍ରମର ଆୟୋଜନ କରାଯିବ। ସମସ୍ତ କାର୍ଯ୍ୟକ୍ରମକୁ ଓଡ଼ିଶା ସାହିତ୍ୟ ଏକାଡେମୀ ଗଜପତି ଜିଲ୍ଲା ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା ସଂଯୋଜନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ