ପ୍ରଜ୍ଞାନ ମିଶନ ପକ୍ଷରୁ ଦ୍ଵିତୀୟ ରାଜ୍ୟସ୍ତରୀୟ ଗୀତା ଜ୍ଞାନ ପରୀକ୍ଷା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗୀତା ସୁଗୀତା କର୍ତ୍ତବ୍ୟା ପ୍ରଜ୍ଞାନ ମିଶନ ଆନୁକୂଲ୍ୟରେ ଦ୍ଵିତୀୟ ରାଜ୍ୟସ୍ତରୀୟ ଗୀତା ଜ୍ଞାନ ପରୀକ୍ଷା ଶ୍ରୀ ସତ୍ୟସାଇ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ଗଜପତି ଜିଲ୍ଲାର ବିଭିନ୍ନ ବିଭାଗରେ ଭାଗ ନେଇ ଥିବା ଛାତ୍ରଛାତ୍ରୀ ମାନେ ପରୀକ୍ଷାରେ ଭାଗନେଇଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ସଂଯୋଜକ ଗୁରୁଚରଣ ଶବର ପରିଚାଳନା କରିଥିବାବେଳେ ଗଜପତି ଗୀତାଜ୍ଞାନ ପ୍ରଚାରପ୍ରସାର ସମିତିର କର୍ମକର୍ତ୍ତା ବୃନ୍ଦ ସହଯୋଗ କରିଥିଲେ ।ପ୍ରଜ୍ଞାନ ମିଶନ ପକ୍ଷରୁ ଦ୍ଵିତୀୟ ରାଜ୍ୟସ୍ତରୀୟ ଗୀତ ଜ୍ଞାନ ପରୀକ୍ଷା ଗୀତା ସୁଗୀତା କର୍ତ୍ତବ୍ୟା ପ୍ରଜ୍ଞାନ ମିଶନ ଆନୁକୂଲ୍ୟରେ ଦ୍ଵିତୀୟ ରାଜ୍ୟସ୍ତରୀୟ ଗୀତ ଜ୍ଞାନ ପରୀକ୍ଷା ଶ୍ରୀ ସତ୍ୟସାଇ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ଗଜପତି ଜିଲ୍ଲାର ବିଭିନ୍ନ ବିଭାଗରେ ଭାଗ ନେଇ ଥିବା ଛାତ୍ରଛାତ୍ରୀ ମାନେ ପରୀକ୍ଷାରେ ଭାଗନେଇଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ସଂଯୋଜକ ଗୁରୁଚରଣ ଶବର ପରିଚାଳନା କରିଥିବାବେଳେ ଗଜପତି ଗୀତାଜ୍ଞାନ ପ୍ରଚାରପ୍ରସାର ସମିତିର କର୍ମକର୍ତ୍ତା ବୃନ୍ଦ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ